ଶ୍ରାବଣୀ ସରକାରଙ୍କୁ ପ୍ରଶ୍ନ କରୁଛି ବୋଲି, ସେ କଣ ଗାଳି ଶୁଣିବ ? Srabani Priyadarshini face Cyber Bullying
Pratidin TV
0:00 / 0:00
ଶ୍ରାବଣୀ ସରକାରଙ୍କୁ ପ୍ରଶ୍ନ କରୁଛି ବୋଲି, ସେ କଣ ଗାଳି ଶୁଣିବ ? Srabani Priyadarshini face Cyber Bullying
852 просмотра · 21 час назад
Pratidin TV
1,76 млн подписчиков
852 просмотра · 21 час назад
ଶ୍ରାବଣୀ ସରକାରଙ୍କୁ ପ୍ରଶ୍ନ କରୁଛି ବୋଲି, ସେ କଣ ଗାଳି ଶୁଣିବ ? ଅଶାଳୀନ ମନ୍ତବ୍ୟ ଦେଇଥିବା ଦୁଇ ଅଭିଯୁକ୍ତ ମାନସ ରଞ୍ଜନ ଲେଙ୍କା ଓ ଅଶୋକ ଭାଇ ଏମବିଜେଙ୍କ ବିରୋଧରେ ଏତଲା ପରେ ମଧ୍ୟ ସାଇବର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ଆଣିଛନ୍ତି ବିଜେଡ଼ି ସାଧାରଣ ସମ୍ପାଦିକା ଡଃ ଗିତାଞ୍ଜଳି ବସ୍ତିଆ ଓ ବିଜେଡ଼ି ମୁଖପାତ୍ର ଲୋରା ମହାପାତ୍ର। ଦଳ ଅଭିଯୋଗ କରିଛି ଯେ, ଶ୍ରାବଣୀ ପ୍ରିୟଦର୍ଶିନୀ ସାମାଜିକ ଗଣମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନର ଲୋକାଭିମୁଖୀ ଯୋଜନା ସହ ସମସ୍ତଙ୍କର ଭଲ କାମ ପ୍ରସାରିତ କରନ୍ତି। କିନ୍ତୁ କିଛି ଅସାମାଜିକ ବ୍ୟକ୍ତିମାନେ ତାଙ୍କ ରଚିତ୍ର ସଂହାର କଲା ଭଳି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। Srabani Priyadarshini face Cyber Bullying
#SrabaniPriyadarshini #BJDOdisha #CyberBullying #StandWithSrabani #OdishaPolitics
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha