ତାଜମହଲ ଯିବା ପୂର୍ବରୁ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ, ନହେଲେ ପସ୍ତେଇବେ!🛑⚠️Don't Go To TajMahal || TajMahalVlog
Bhramana Logs
0:00 / 0:00
ତାଜମହଲ ଯିବା ପୂର୍ବରୁ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ, ନହେଲେ ପସ୍ତେଇବେ!🛑⚠️Don't Go To TajMahal || TajMahalVlog
53 просмотра · 6 дней назад
Bhramana Logs
903 подписчика
53 просмотра · 6 дней назад
ତାଜମହଲ ଯିବା ପୂର୍ବରୁ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ, ନହେଲେ ପସ୍ତେଇବେ!🛑⚠️Don't Go To TajMahal || TajMahalVlog
ଜୟ ଜଗନ୍ନାଥ ସଙ୍ଗମାନେ! 🙏ଆଜିର ଭ୍ଲଗ୍ରେ ମୁଁ ଆପଣମାନଙ୍କୁ ନେଇକି ଯାଉଛି ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ "ତାଜମହଲ" (Taj Mahal, Agra)। କିନ୍ତୁ ତାଜମହଲ ଯିବା ଆଗରୁ ଏମିତି କିଛି ଜିନିଷ ଅଛି ଯାହା ଆପଣଙ୍କୁ ଜାଣିବା ନିହାତି ଜରୁରୀ, ନହେଲେ ଆପଣଙ୍କର ଟଙ୍କା ଏବଂ ସମୟ ଦୁଇଟି ଯାକ ନଷ୍ଟ ହୋଇଯିବ!
ଏହି ଭିଡିଓରେ ମୁଁ ମୋର Real Experience ଶେୟାର କରିଛି—ସେଠାରେ ହେଉଥିବା Scams (ଠକାମି), Tickets ବୁକିଂ କରିବାର ସଠିକ୍ ନିୟମ, ଏବଂ କେଉଁ ଭୁଲ୍ ଆପଣଙ୍କୁ ଜମାରୁ କରିବା ଉଚିତ୍ ନୁହେଁ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ!
📌 ଭିଡିଓରେ ଆପଣ କଣ ସବୁ ଦେଖିବାକୁ ପାଇବେ (Topics Covered):
1.How to reach Taj Mahal from Odisha (ଓଡ଼ିଶାରୁ କେମିତି ଯିବେ)
2. Taj Mahal Ticket Price & Booking Process Online 🎟️
3.Main Entry Gates & Security Rules (କଣ ଭିତରକୁ ନେଇପାରିବେ, କଣ ନାହିଁ)
4.Common Scams & Fake Guides to avoid 🛑
5.Best time to visit Taj Mahal for photography 📸
🎵 Music Credits:
Carnival Latin Dancehall Pop(Suburbia Audio)]
⚠️ Disclaimer: This video is based on my personal experience during my travel to Agra. Always check the official ASI website for updated rules and ticket timings before planning your trip.
👉 Video ଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ
👉 Like ❤️ କରନ୍ତୁ
👉 Share 📲 କରନ୍ତୁ
👉 Channel କୁ Subscribe 🔔 କରିବାକୁ ଭୁଲନ୍ତୁ ନାହିଁ
💬 Comment ରେ କହନ୍ତୁ — ଆପଣଙ୍କୁ କେଉଁ moment ସବୁଠାରୁ ଭଲ ଲାଗିଲା?
🔔 Subscribe for more travel vlogs and adventures......
Follow us on:
Instagram: https://www.instagram.com/itz_rajesh_...
Facebook: / 1d5xqfxmsm
Don't forget to "Subscribe to the Channel & Hit the 🔔 icon For Future Updates & upcoming...
#bhramanalogs
#anchalikalokakala
#love
#trendingreels
#travel
#trending
#viral_video
#viralvideo
#trendingstatus
#tajmahal
#tajmahalvlog
#odiavlog
#agratouristplaces
#travelodia
#dontgo
#odiatravelvlogs