Перейти к содержимому

ଅମୃତ ଧାରା ଝରେ ନିରନ୍ତର - ଶ୍ରୀ ଶ୍ରୀ ଠାକୁରଙ୍କ ଭାବପୂର୍ଣ୍ଣ ପ୍ରାର୍ଥନା | ମିଲନ୍ ଭାଇଙ୍କ ୧୯ତମ ଗୃହାସନ ଉତ୍ସବ

Samir Mohanty

0:00 / 0:00

ଅମୃତ ଧାରା ଝରେ ନିରନ୍ତର - ଶ୍ରୀ ଶ୍ରୀ ଠାକୁରଙ୍କ ଭାବପୂର୍ଣ୍ଣ ପ୍ରାର୍ଥନା | ମିଲନ୍ ଭାଇଙ୍କ ୧୯ତମ ଗୃହାସନ ଉତ୍ସବ

5 629 просмотров · 3 нед. назад
Samir Mohanty
3,85 тыс. подписчиков
5 629 просмотров · 3 нед. назад
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଜୟ! 🙏✨ କଟକ ସାରସ୍ୱତ ସଙ୍ଘ ପରିସରରେ ଆୟୋଜିତ ମିଳନ ଭାଇଙ୍କ ୧୯ତମ ଗୃହାସନ ବାର୍ଷିକ ଉତ୍ସବ ଅବସରରେ ଭାବପୂର୍ଣ୍ଣ ପ୍ରାର୍ଥନା ଏବଂ ସତସଙ୍ଗ ଭଜନ। 🌸 ପ୍ରାର୍ଥନା ପଙ୍କ୍ତି: "ଅମୃତ ଧାରା ଝରେ ନିରନ୍ତର, ଚାଖିଛ କି କେବେ ଚାଖିଛ କି? ଝରେ ଯା ଚରଣୁ ଅମୃତ ଧାରା, ଜୀବନରେ ତାଙ୍କୁ ଦେଖିଛ କି?" ଗୁରୁକୃପା ହିଁ କେବଳମ୍। ଠାକୁରଙ୍କ ଚରଣ କମଳରେ କୋଟି କୋଟି ପ୍ରଣାମ। ଜୟ ଗୁରୁ! 🙏✨ #ShreeShreeThakurNigamananda #NigamanandaSaraswati #CuttackSangha #JayGuru #OdiaBhajan #GruhasanaUtsav #BhaktiSangeet #SpiritualOdisha