Перейти к содержимому

ଚାଲିଛି ଉଦ୍ଧାର କାର୍ଯ୍ୟ, ପୁଣି ଡ଼ରାଇଲାଣି ମୁରାସୁ ! ପୁରୁଷୋତ୍ତମପୁରରୁ ଆସିକା ଯାଏଁ ବନ୍ୟାର ବିଭୀଷିକା

Prameya News7

0:00 / 0:00

ଚାଲିଛି ଉଦ୍ଧାର କାର୍ଯ୍ୟ, ପୁଣି ଡ଼ରାଇଲାଣି ମୁରାସୁ ! ପୁରୁଷୋତ୍ତମପୁରରୁ ଆସିକା ଯାଏଁ ବନ୍ୟାର ବିଭୀଷିକା

347 просмотров · 4 ч назад
Prameya News7
2,33 млн подписчиков
347 просмотров · 4 ч назад
ଚାଲିଛି ଉଦ୍ଧାର କାର୍ଯ୍ୟ, ପୁଣି ଡ଼ରାଇଲାଣି ମୁରାସୁ ! ପୁରୁଷୋତ୍ତମପୁରରୁ ଆସିକା ଯାଏଁ ବନ୍ୟାର ବିଭୀଷିକା I ଧିରେ ଧିରେ ପାଣି ଛାଡୁଛି ହେଲେ ଲୋକଙ୍କ ଦୁର୍ଦ୍ଦଶା କମୁନି । ବାତ୍ୟା ଅର୍ଣ୍ଣବ ପାଇଁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ହୋଇଛି ଗଞ୍ଜାମ । ପୁରୁଷୋତ୍ତମପୁର ନୂଆ ବସ୍ ଷ୍ଟାଣ୍ଡ, ୩ ଦିନ ପରେ ବି ମୁଖ୍ୟ ରାସ୍ତାରେ ବନ୍ୟା ପାଣି ଚାଲିଥିବାରୁ ଏଠାରୁ କେଉଁଆଡ଼କୁ ବସ୍ ଚାଲି ପାରୁନାହିଁ । ଦୋକାନ ବଜାର ଖୋଲି ନାହିଁ। ଫଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ସେହିପରି ପୁରୁଷୋତ୍ତମପୁରର କନକା ବସ୍ତି ବନ୍ୟା ଦ୍ବାରା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଥିବା ପାଣି ଟାଙ୍କିରେ ବନ୍ୟା ପାଣି ପଶିବାରୁ ଲୋକଙ୍କୁ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେବାକୁ ପଡ଼ୁଛି । ଘରେ ଥିବା ଲୋକଙ୍କ ଚାଉଳ, ଧାନ ସବୁ ନଷ୍ଟ ହୋଇଛି। ଗୃହପାଳିତ ଛେଳି, ଗାଈ ମରିଛନ୍ତି। ଆଧାରକାର୍ଡ, ଭୋଟର କାର୍ଡ, ଘର କାଗଜପତ୍ର, ବହି ବସ୍ତାନୀ ସବୁ ଭାସି ଯାଇଛି। ଗୋଷ୍ଠୀ କୃଷି ଅଫିସ୍‌ ପଙ୍କ କାଦୁଅ, କୁଟା, କାଠିରେ  ଭର୍ତ୍ତି ହୋଇଛି ଅଫିସ୍‌।  କମ୍ପ୍ୟୁଟର, ପ୍ରିଣ୍ଟର, ବ୍ୟାଟେରୀ, କୃଷକ ମାନଙ୍କ କାଗଜପତ୍ର, ଫାଇଲ ସବୁ ପଙ୍କ କାଦୁଅରେ ବୁଡି଼ ଯାଇଛି... | No Drinking Water, No Shelter: Ganjam Faces a Humanitarian Crisis After Severe Flooding #GanjamFlood #CycloneArnab #Ganjam #AsikaFlood #RushikulyaRiver #Purushottampur #FloodDamage #OdishaFloods #FloodRelief #CycloneMurasu #disastermanagement #odishagovernment #sureshpujari Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube:    / prameyanews7odia   Twitter:   / news7odia   Facebook:   / news7odia   Instagram:   / prameyanews7   Podcast:    • News7 Podcast   Playlists :- Doctor's Pathshala:    • Doctor's Pathshala   ରୋଜଗାର:    • ROJAGAR | ରୋଜଗାର | News7 Odia   Maganna Oligi:    • Maganna Oligi   ଆରୋଗ୍ୟମ:    • Arogyam   ବଜାର News:    • ବଜାର News | Bazar News   ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh   Biswas Abiswas Andhabiswas:    • Biswas Abiswas Andhabiswas   Face To Face:    • Face To Face   Ebe Bi Rahasya:    • Ebe Bi Rahasya   Explore Odisha Season 3:    • Explore Odisha Season 3   Breakfast Odisha:    • Breakfast Odisha News7   Digital Special Stories:    • Digital Special Stories   #PrameyaNews7 #News7 #OdishaNews