ମଦ ବିକ୍ରିକୁ ନେଇ ତୀବ୍ର ଅସନ୍ତୋଷ | Odisha Reporter
Odisha Reporter
0:00 / 0:00
ମଦ ବିକ୍ରିକୁ ନେଇ ତୀବ୍ର ଅସନ୍ତୋଷ | Odisha Reporter
699 просмотров · 2 недели назад
Odisha Reporter
2,99 млн подписчиков
699 просмотров · 2 недели назад
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନହରା ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୀବ୍ର ଅସନ୍ତୋଷ। ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଓ SHG ମହିଳାମାନେ ଏକଜୁଟ ହୋଇ ପ୍ରତିବାଦ କରିଛନ୍ତି। ମଦ ବିକ୍ରି ବନ୍ଦ କରିବା ସହ ଘରେ ଘରେ ରଖାଯାଇଥିବା ମଦକୁ ନଷ୍ଟ କରିଥିବା ଜଣାପଡ଼ିଛି। #Balasore #Bhograi #IllegalLiquor #WomenProtest #SHGWomen #LiquorDen
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter