ଗଳା ସଂକ୍ରମଣ: କାରଣ, ଲକ୍ଷଣ ଓ ଚିକିତ୍ସା | Throat Infection / Pharyngitis in Odia | Dr Rohit Agrawala
Swasthya Plus Odia
0:00 / 0:00
ଗଳା ସଂକ୍ରମଣ: କାରଣ, ଲକ୍ଷଣ ଓ ଚିକିତ୍ସା | Throat Infection / Pharyngitis in Odia | Dr Rohit Agrawala
82 565 просмотров · 2 года назад
Swasthya Plus Odia
804 тыс. подписчиков
82 565 просмотров · 2 года назад
#ThroatInfection #OdiaHealthTips
ଗଳା ସଂକ୍ରମଣ ହେଲେ ଗଳା ଦରଜ ହେବା, ଛେପ ଢୋକିବା ବେଳେ କଷ୍ଟ ଅନୁଭବ ହେବା, ତଣ୍ଟି ବସିଯିବା ଭଳି ଲକ୍ଷଣ ଦେଖାଦିଏ। ଗଳା ସଂକ୍ରମଣ ଅଧିକ ଦିନ ଧରି ଲାଗି ରହିଲେ ସ୍ୱର ମଧ୍ୟ ବଦଳି ଯାଇପାରେ। ତେଣୁ ସଠିକ ସମୟରେ ଏହାର ଚିକିତ୍ସା କରିବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ କଣ୍ଟ, ନାଶା, ଗଳା ବିଭାଗର ଡାକ୍ତର ରୋହିତ ଅଗ୍ରଓ୍ଵାଲଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଗଳା ସଂକ୍ରମଣ କାହିଁକି ହୁଏ? (0:00)
ଗଳା ସଂକ୍ରମଣର ଲକ୍ଷଣ (2:51)
ଗଳା ସଂକ୍ରମଣର ଚିକିତ୍ସା (5:47)
ଗଳାରେ ସଂକ୍ରମଣ ଥିଲେ କ’ଣ କ’ଣ କରିବେ ନାହିଁ? (8:24)
Throat Infection, also known as pharyngitis, is the inflammation of the pharynx commonly caused by viruses & bacteria. Symptoms include sore throat, difficulty swallowing, swollen glands in the neck, and sometimes fever. How to treat throat infection? Let's know more from Dr Rohit Agrawala, an ENT Specialist.
In this video,
Causes of Throat Infection, in Odia (0:00)
Symptoms of Throat Infection, in Odia (2:51)
Treatment of Throat Infection, in Odia (5:47)
What to avoid in Throat Infection? in Odia (8:24)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!