Перейти к содержимому

||ମୋ ମୁକତି ଲାଗି ପ୍ରାଣ ଦେଲ||FULL VIDEO||NEW ODIA CHRISTIAN SONG||HUMAN SAGAR||#jjjmusicpresents

JJJ Music Presents

0:00 / 0:00

||ମୋ ମୁକତି ଲାଗି ପ୍ରାଣ ଦେଲ||FULL VIDEO||NEW ODIA CHRISTIAN SONG||HUMAN SAGAR||#jjjmusicpresents

118 312 просмотров · 1 год назад
JJJ Music Presents
17,6 тыс. подписчиков
118 312 просмотров · 1 год назад
A NEW CHRISTIAN DEVOTIONAL SONG -25 JJJ MUSIC PRESENTS FULL VIDEO Presenting You A Beautiful New Odia Christian Devotional Type Song For Good Friday From JJJ MUSIC PRESENT. We Hope This Good Friday Special Song Will Surely Touch All Your Heart. The Song Is Sung By HUMAN SAGAR In A Very Beautiful And Melodious Style. Lyrics & Music By -Jaga Jiban Jena & Music & Arrangement By Subham Samal PRAISE THE LORD........SPECIALLY GOOD FRIDAY SONG...ସମସ୍ତ ଶ୍ରୋତା ମଣ୍ଡଳୀକୁ JJJ MUSIC PRESENT ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ନମସ୍କାର । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କୃଶିୟ ଉପଲକ୍ଷେ ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ GOOD FRIDAY ପାଇଁ ଭେଟି ଦେଉଛୁ ଏକ ନୂତନ ମନଛୁଆଁ ଗୀତ"ମୋ ମୁକତି ଲାଗି ପ୍ରାଣ ଦେଲ" ନାମକ ଏକ ଦୁଃଖ ଭରା ଗୀତ। ଏହି ଗୀତକୁ ଓଡ଼ିଶାର ଅତି ଜଣାଶୁଣା ଲୋକପ୍ରିୟ ଗାୟକ || ହ୍ୟୁମାନ ସାଗର || HUMAN SAGAR ||ଅତି ଚମତ୍କାର ଓ ମନଛୁଆଁ ଶୈଳୀରେ କଣ୍ଠଦାନ କରିଛନ୍ତି। ଆଶା କରୁଛୁ ଏହି ନୂଆ "ମୋ ମୁକତି ଲାଗି ପ୍ରାଣ ଦେଲ" ଦୁଃଖ ଭରା ଗୀତ ଆପଣ ମାନଙ୍କୁ ନିଶ୍ଚୟ ହୃଦୟକୁ ସ୍ପର୍ଶ କରିବ। ଗୀତକୁ ଶୁଣନ୍ତୁ ଏବଂ ପ୍ରଭୁଙ୍କର ଗୈାରବ କରନ୍ତୁ । ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ କରାଯାଉଥିବା ଆମର ପରିଶ୍ରମ ଯେପରି ସାର୍ଥକ ହେବ ଏଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ। SONG CREDITS : Song : MO MUKATI LAGI PRANA DELA ( ମୋ ମୁକତି ଲାଗି ପ୍ରାଣ ଦେଲ) Singer : HUMAN SAGAR Music & Lyrics : JAGA JIBAN JENA ( 8917551589) Arrangement & Programming : Bapi Samal Producer -JIBAN JYOTI JENA (9348967036) Recording & Mix : MRR STUDIO, CUTTACK Mastering by : SAKTI BHAI Camera & Edit -DIGITAL CREW Production : JJJ MUSIC PRESENT Poster Design : Parshuram Sagaria /Nakulo Barik WhatsApp : 9348967036 Contact : 9348967036 Praise the Lord ----------------------------------------------- ଅଧର୍ମ ଲାଗି ମୋ ଯୀଶୁ- କୃଶ ପରେ ଝୁଲିଲ ମୋ ମୁକତି ଲାଗି ପ୍ରଭୁ ଆପଣା ପ୍ରାଣ ଦେଲ--2 ଆହା କେଡେ ପ୍ରେମ - ମୋ ପାଇଁ କରିଲ( 2) ଅତୁଳନୀୟ ସେ ପ୍ରେମ-(2) =0= ମୋ ମୁକ୍ତି କାରଣେ- ଆସିଥିଲ ଧାମେ ପିତାଙ୍କ ଆଦେଶ ମାନି--2 ସହିବାକୁ ହେବ ଦାରୁଣ କଷଣ ସମସ୍ତ ବିଷୟ ଜାଣି-2 ଆପଣା ଅଙ୍ଗରେ ଧାରଣ କରିଲ ନିନ୍ଦା ଅପମାନ ଯାତନା ସହିଲ ଅକଥନୀୟ ସେ ପ୍ରେମ =1= ବହୁମୂଲ୍ୟ ତବ ପବିତ୍ର ଲହୁରେ କଳୁଷତା ଧଉତ କଲ --2 ପ୍ରାଣ ଦେଇ ପ୍ରାଣ ମୋହର କିଣିଲ ନୂତନ ଜୀବନ ଦେଲ-2 ପିତା ଇଶ୍ଵର ଙ୍କ ସଙ୍ଗେ ମିଳାଇଲ ସରଗ ସିୟୋନେ ମୋତେ ସ୍ଥାନ ଦେଲ ଅବର୍ଣ୍ଣନୀୟ ସେ ପ୍ରେମ--2=2= -----'xxx------ସମାପ୍ତ----------×××------ #momukatilagipranadelafullvideo #jjjmusicpresent #newchristiandevosionalsong #jjjmusicpresent #newodiachristianspecialsong​ #humanesagarchristianspecialsong​ #jjjmusicpresentchristiandebosionalspecialsongs​ #newodiachristiansongs​ #newodiachristmasspecialsongs​ #odianewchristianspecialsongs​ #musicmusicjjjmusicpresentchristians pecialsongs​ #humanesagarchristiansongs​ #odiachristiansongs2024 #newchristisnspecialsong​ #asimapandachristiansongs​ #jjjmusicpresentchristiansongs​ #latestodiachristiansongs​ #odiachristiansongs​ #momukatilagipranadelasong​ #jjjmusic​present cristiansong #newchristiansong​ #newodiachristiansongs2024 #jjjmusicpresentchristiansong​ #asimapanda​ #jjjmusicpresent #jjjmusicpresentchristiansong​ #latestodiachristiansongs​ #odianewchristiansong​ #humanesagarchristiansongs​ #amitpanichristiansongs​ #shasanksekharchristiansongs​ #jjjmusicprsentnewodiachristiansongs #anayachristiansong #jjjmusicpresentsalmanpalchristiansong #jjjmusicpresentchristiansongs​ #asimapandachristiansongs​ #ananyasritamnandachristiansongs​ #topodiachristiansongs​ #bapisamal​ #humanesagarsong​ #humanesagar​ #amitpani​ #amitpanisong​ #bidyutbhatrachristiansong #jjjmusicpresentprasadlimamusic #bijaymajhiofficial #styelstudio4u #abmusic #newchristmassongs ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links ତଳେ ଦିଆଯାଇଛି ଦେଖି ନିଅନ୍ତୁ #   • || ପ୍ରିୟତମ ||FULL VIDEO||NEW SAMBALPURI TY...   -yUT-( ତୋ ପ୍ରିୟତମ ବୋଲ) #   • ||RABBA MERE SAHARA||FULL VIDEO||HINDI  CH...   RABBA MERE SAHARA) #   • || SAMBALPURI TYPE CHRISTIAN HITS || AUDIO...   JUCK BOX) #   • || ଆଉ କେତେ କାଳ ବନ୍ଧୁ ||FULL VIDEO|| A NEW ...   ଆଉ କେତେ କାଳ ବନ୍ଧୁ) #   • || ମୁ ଦିନହୀନ || FULL VIDEO|| NEW ODIA CHRI...   ଦିନହିନ) #   • SONG-"SANTI RAJANA"|A NEW CHRISTIAN SAMBAL...   ଶାନ୍ତି ରାଜନ) #   • Madhura | New Sambalpuri Type Christian So...   ମଧୁର ସୁବାସେ) #   • |""ସୁଧାମୟ ଈଶ୍ବର""|A NEW CHRISTIAN SONG| SI...   ଆହେ ସୁଧାକର)     !!* ANTI-PIRACY WARNING *!! This content is copyright to JJJ MUSIC PRESENT. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.