‘ନବୀନ ସରକାରଙ୍କୁ TATA BYE BYE’ | Aska Constituency ସୋରଡ଼ାରେ BJP ଜନସଭା | Amit Shah | Odisha Reporter
Odisha Reporter
0:00 / 0:00
‘ନବୀନ ସରକାରଙ୍କୁ TATA BYE BYE’ | Aska Constituency ସୋରଡ଼ାରେ BJP ଜନସଭା | Amit Shah | Odisha Reporter
135 271 просмотр · 2 г. назад
Odisha Reporter
2,99 млн подписчиков
135 271 просмотр · 2 г. назад
Aska Constituency ସୋରଡ଼ାରେ BJPଜନସଭାକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ Amit Shah ବିଭିନ୍ନ ପ୍ରସଙ୍ଗରେ BJD ସରକାରକୁ ମାରିଛନ୍ତି ବାଣ। Modi ଚାଉଳରେ Naveen ଷ୍ଟିକରକୁ ଆକ୍ଷେପ କରି ଶାହା କହିଛନ୍ତି- ଦମ୍ ଅଛି ତ ଆଉ ଅଢ଼େଇ କେଜି ମିଶାଇ ଲୋକଙ୍କୁ ଦିଅ। ତାସହ BJP କ୍ଷମତାକୁ ଆସିଲେ- One Nation One Ration Card scheme ଲାଗୁ ସହ ଚିଟଫଣ୍ଡ ଚୋରଙ୍କୁ ୧୮ ମାସରେ ସାବାଡ୍ କରାଯିବ ବୋଲି ଦେଇଛନ୍ତି ଚେତାବନୀ
\Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #amitshah #Election2024 #OdishaPolitics #cmnaveenpatnaik