୩ଟା ଭାଷାରେ AWM ଫିଲ୍ମ ରିଲିଜ ହୋଇଛି,ସବୁଠି ସୁପର ହିଟ ହେବ!AWM released theatre.
Pratidin TV
0:00 / 0:00
୩ଟା ଭାଷାରେ AWM ଫିଲ୍ମ ରିଲିଜ ହୋଇଛି,ସବୁଠି ସୁପର ହିଟ ହେବ!AWM released theatre.
2 590 просмотров · 15 ч назад
Pratidin TV
1,77 млн подписчиков
2 590 просмотров · 15 ч назад
୩ଟା ଭାଷାରେ AWM ଫିଲ୍ମ ରିଲିଜ ହୋଇଛି,ସବୁଠି ସୁପର ହିଟ ହେବ!ପ୍ରେମର ଏକ ନିଆରା ପରିଭାଷା ନେଇ ଆଜିଠାରୁ ସିନେମା ହଲ୍ରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'AWM - ଆଗ୍ନେୟ Weds ମୀନଲ୍' ଶାରୀରିକ ଅକ୍ଷମତା କ'ଣ ପ୍ରକୃତ ପ୍ରେମ ଆଗରେ ପ୍ରତିବନ୍ଧକ ସାଜିପାରେ? ସମାଜର ଚିନ୍ତାଧାରାକୁ ବଦଳାଇବା ଭଳି ଏକ ହୃଦୟସ୍ପର୍ଶୀ ବାସ୍ତବ କାହାଣୀକୁ ନେଇ ଆସିଛନ୍ତି ଆପଣଙ୍କ ପ୍ରିୟ ଅଭିନେତା ମନୋଜ ମିଶ୍ର। ଏହି ଦଶହରା ଭେଟିକୁ ଆଦର କରିବା ସହ ଓଡ଼ିଆ ସିନେମାକୁ ସପୋର୍ଟ କରନ୍ତୁ ଏବଂ ପରିବାର ସହ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟକୁ ଯାଇ ଫିଲ୍ମଟିକୁ ନିଶ୍ଚୟ ଦେଖନ୍ତୁ। Manoj Mishra AWM released theatre.
#AWM #AgneyWedsMinal #ManojMishra #OdiaCinema #Ollywood #NewOdiaMovie #Dussehra2026
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha