Перейти к содержимому

ଏତେ ଜଲ୍ଦି ଏମିତି ହେଇଯିବ ବୋଲି ଭାବି ନଥିଲି। ପରିସ୍ଥିତିରେ ପଡି ମୋ ଗର୍ଲଫ୍ରେଣ୍ଡ ମଥାରେ ଦେଲି ସିନ୍ଦୁର😭

DS lifestyle vlogs

0:00 / 0:00

ଏତେ ଜଲ୍ଦି ଏମିତି ହେଇଯିବ ବୋଲି ଭାବି ନଥିଲି। ପରିସ୍ଥିତିରେ ପଡି ମୋ ଗର୍ଲଫ୍ରେଣ୍ଡ ମଥାରେ ଦେଲି ସିନ୍ଦୁର😭

4 058 просмотров · 3 дн. назад
DS lifestyle vlogs
752 подписчика
4 058 просмотров · 3 дн. назад
ଜୟ ଜଗନ୍ନାଥ ସାଙ୍ଗମାନେ! ଆଜିର ଭ୍ଲଗ୍‌ରେ ଆମେ ସବୁ ସାଙ୍ଗ ଏବଂ ମୋ ଗାର୍ଲଫ୍ରେଣ୍ଡ୍ (ଗେଲ୍‌ହି) ସାଙ୍ଗେ ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଯାଇଥିଲୁ। ସେଠି ଆମର ବହୁତ ମସ୍ତି ହେଲା ଏବଂ ମୋ ଗାର୍ଲଫ୍ରେଣ୍ଡ୍ ସାଙ୍ଗରେ ଏମିତି କିଛି ମଜାଳିଆ ପରିସ୍ଥିତି ହେଲା ଯେ ଫାଇନାଲି ତା ମଥାରେ ସିନ୍ଦୁର ଦେବାକୁ ପଡ଼ିଲା! ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ, ବହୁତ ମଜା ଆସିବ। ଯଦି ଭିଡିଓଟି ଭଲ ଲାଗେ ତେବେ Like, Share ଏବଂ Channel କୁ Subscribe କରିବାକୁ ଭୁଲିବେନି! #OdiaVlog #CoupleVlogs #Panchlingeshwar #DSLifestyleVlogs #OdiaCouple #TrendingOdiaVlog #FunnyVlog