Перейти к содержимому

ମା ହିଙ୍ଗୁଳା ପୀଠ, ତାଳଚେର | Suna Sujane Season- 2 EP 75 | Maa Hingula Pitha,Talacher Part-1 |Prarthana

Prarthana Life

0:00 / 0:00

ମା ହିଙ୍ଗୁଳା ପୀଠ, ତାଳଚେର | Suna Sujane Season- 2 EP 75 | Maa Hingula Pitha,Talacher Part-1 |Prarthana

59 721 просмотр · 4 г. назад
Prarthana Life
2,42 млн подписчиков
59 721 просмотр · 4 г. назад
ଶୁଣ ସୁଜନେ ''ମା ହିଙ୍ଗୁଳା ପୀଠ, ତାଳଚେର ''ରେ ଶରଣ ନନା ଓ ଚରଣ ନନା । ଶୁଣ ସୁଜନେ ଏକ ଲୋକ ସମ୍ପର୍କ ଧର୍ମୀ କାର୍ଯ୍ୟକ୍ରମ. ଗାଁ ଗହଳି ରେ ଲୁଚିରହିଥିବା ବିଭିନ୍ନ ପ୍ରତିଭା ଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନ କୁ ଆଣିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ , ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମ ର ଏକ ମହତ ଉଦ୍ୟେଶ, ଓଡ଼ିଆ ଭାଷା, ସଂସ୍କୃତି, ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମ ର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀ ରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଛନ୍ତି ଓଡିଶା ର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି । Prarthana TV is the number one Devotional TV channel in Odisha. SUBSCRIBE to Prarthana channel for more Odia Devotional content and Song    / prarthanatv   Like us on Facebook   / prarthanatv   Circle on G+ https://plus.google.com/u/5/+PrarthanaTV Visit our website for further details: www.prarthanatv.in