ଆନ୍ଧ୍ର ପୁଲିସର ସାହାସ ବଢ଼ିଗଲାଣି, ଚାପୁଡ଼େ ବସିଲେ ଦୌଡ଼ିବେ | Odisha Reporter
Odisha Reporter
0:00 / 0:00
ଆନ୍ଧ୍ର ପୁଲିସର ସାହାସ ବଢ଼ିଗଲାଣି, ଚାପୁଡ଼େ ବସିଲେ ଦୌଡ଼ିବେ | Odisha Reporter
20 888 просмотров · 6 ч назад
Odisha Reporter
2,99 млн подписчиков
20 888 просмотров · 6 ч назад
ସୀମାରେ ଖାକି ବନାମ ଖାକି। ଦେଖନ୍ତୁ ଏ ଦୃଶ୍ୟ ଲୋକଙ୍କ ଭିତରେ ନୁହେଁ ଏଠି ଲଢେ଼ଇ ଚାଲିଛି ପୋଲିସଙ୍କ ଭିତରେ । ବ୍ୟାରିକେଡ ସେପଟେ ଆନ୍ଧ୍ର ପୋଲିସ ଆଉ ଏପଟେ ଓଡ଼ିଶା ପୋଲିସ। ଯିଏ ଯାହାକୁ ପାରୁଛି ତାକୁ ଠେଲୁଛି। କୋଟିଆ କାହାର ହେବ ତାକୁ ନେଇ ଏଠି ଚାଲିଛି ଲଢେ଼ଇ। ଏ ଦୃଶ୍ୟ ସୀମାନ୍ତ ନେରେଡିବାଲସା ଚେକ୍ ପୋଷ୍ଟର ତୁତୁ ମେମେ, କଥାକଟାକଟିରୁ ଏଠି ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #Odisha #AndhraPradesh #KotiaDispute #OdishaAndhraBorder #PoliceClash #BorderTension #Neredibalsa #KotiaIssue #OdishaPolice #AndhraPolice #BorderConflict #BreakingNews #OdishaNews #AndhraNews #KhakiVsKhaki #IndiaNews