Перейти к содержимому

ପାଣି ଏଠି ଅସମ୍ଭାଳ, ଏ ସରକାର କଣ କରୁଛି ? Ganjam flood situation people distressed and question govt.

Pratidin TV

0:00 / 0:00

ପାଣି ଏଠି ଅସମ୍ଭାଳ, ଏ ସରକାର କଣ କରୁଛି ? Ganjam flood situation people distressed and question govt.

10 678 просмотров · 16 ч назад
Pratidin TV
1,77 млн подписчиков
10 678 просмотров · 16 ч назад
ପାଣି ଏଠି ଅସମ୍ଭାଳ, ଏ ସରକାର କଣ କରୁଛି ? ଜଳ ପ୍ରଳୟ ପରେ ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା, ସରକାରୀ ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ, ଜାଗା ଜାଗା ରେ ରାସ୍ତା ରୋକ, ଲୋକଙ୍କୁ ବୁଝାଉଛନ୍ତି ସ୍ଥାନୀୟ ପୋଲିସ ଓ ପ୍ରଶାସନ। ଓଡ୍ରାଫ ଟିମ ସହାୟତା ରେ ଲୋକଙ୍କୁ ଖାଦ୍ୟ ପହଞ୍ଚିଲା ପ୍ରଶାସନ । ବନ୍ୟା ଓ ଜଳ ପ୍ରଳୟ ପରେ ଏବେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ। ଘରଦ୍ୱାର ଓ ଜୀବିକା ପ୍ରଭାବିତ ହୋଇଥିବାରୁ ଅନେକ ପରିବାର ଏବେ ଚିନ୍ତାରେ। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଥିବା ବେଳେ ଭଞ୍ଜନଗର ବ୍ଲକର ବାଉଁଶଲୁଣ୍ଡି,ବଡ଼ କୋଦଣ୍ଡା, ସାନ କୋଦଣ୍ଡା ପଞ୍ଚାୟତ ସହିତ ଭଞ୍ଜନଗର ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।Ganjam flood situation people distressed and question govt. #GanjamFloodDistress #MaroonedInGanjam #OdishaFloodInundation #PublicCryForHelp #FloodMismanagement #GanjamQuestionsGovt Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha