Перейти к содержимому

କାହିଁକି ପ୍ରତିବର୍ଷ ବଢୁଛି ଗରୁଡଙ୍କ ଆକାର? 😱 | ବିଷ୍ଣୁଙ୍କ ବାହନ ଗରୁଡଙ୍କ ଅଦ୍ଭୁତ ମନ୍ଦିର, ସାଲେପୁର

Sarat Nana Creation.

0:00 / 0:00

କାହିଁକି ପ୍ରତିବର୍ଷ ବଢୁଛି ଗରୁଡଙ୍କ ଆକାର? 😱 | ବିଷ୍ଣୁଙ୍କ ବାହନ ଗରୁଡଙ୍କ ଅଦ୍ଭୁତ ମନ୍ଦିର, ସାଲେପୁର

8 839 просмотров · 3 недели назад
Sarat Nana Creation.
2,62 тыс. подписчиков
8 839 просмотров · 3 недели назад
କାହିଁକି ପ୍ରତିବର୍ଷ ବଢୁଛି ଗରୁଡଙ୍କ ଆକାର? 😱 | ବିଷ୍ଣୁଙ୍କ ବାହନ ଗରୁଡଙ୍କ ଅଦ୍ଭୁତ ମନ୍ଦିର, ସାଲେପୁର ଜୟ ଜଗନ୍ନାଥ 🙏 ଆପଣ କେବେ ଶୁଣିଛନ୍ତି କି ଏପରି ଏକ ମନ୍ଦିର ବିଷୟରେ, ଯେଉଁଠାରେ ସ୍ଥାପିତ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡଙ୍କ ଆକାର ପ୍ରତିବର୍ଷ ଆପେ ଆପେ ବଢିବାରେ ଲାଗିଛି? ଏହି ଭିଡିଓରେ ଆମେ ଆପଣଙ୍କୁ ନେଇଯିବା କଟକ ଜିଲ୍ଲା ସାଲେପୁରସ୍ଥିତ ଗରୁଡଙ୍କ ଏକ ପ୍ରସିଦ୍ଧ ଓ ରହସ୍ୟମୟ ଅଦ୍ଭୁତ ମନ୍ଦିରକୁ। ଏହି ମନ୍ଦିରର ଇତିହାସ, ଏହାର ପୌରାଣିକ ମାନ୍ୟତା ଏବଂ ପ୍ରତିବର୍ଷ ଗରୁଡଙ୍କ ମୂର୍ତ୍ତି ବଢିବା ପଛରେ ଥିବା ଆଶ୍ଚର୍ଯ୍ୟଜନକ ରହସ୍ୟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଭିଡିଓଟିକୁ ଶେଷ ଯାଏଁ ନିଶ୍ଚୟ ଦେଖନ୍ତୁ। 👉 ଭିଡିଓଟି ଭଲ ଲାଗିଲେ Like, Share ଏବଂ Channel କୁ Subscribe କରିବାକୁ ଭୁଲିବେନି! ନମସ୍କାର ଜୟଜଗନ୍ନାଥ ମୁଁ ସରତ ନନା..... #saratananacration #MysteriousPlacesInOdisha #GarudaTemple #odiablog #odishanews #travelblog #odishatourism