Перейти к содержимому

ଜଗତସିଂହପୁରରେ ହୋମଗାର୍ଡ ଙ୍କୁ ମରଣାନ୍ତକ ଆକ୍ରମଣ l Jagatsinghpur Police conducted Flag March

Pratidin TV

0:00 / 0:00

ଜଗତସିଂହପୁରରେ ହୋମଗାର୍ଡ ଙ୍କୁ ମରଣାନ୍ତକ ଆକ୍ରମଣ l Jagatsinghpur Police conducted Flag March

1 193 просмотра · 21 ч назад
Pratidin TV
1,76 млн подписчиков
1 193 просмотра · 21 ч назад
ଜଗତସିଂହପୁରରେ ହୋମଗାର୍ଡ ଙ୍କୁ ମରଣାନ୍ତକ ଆକ୍ରମଣ l ଆଗକୁ ଆସୁଛି ପାର୍ବଣ | ଆଇନି ଶୃଙ୍ଖଳାବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଏସ ପି ଅଙ୍କିତ କୁମାର ବର୍ମା ଙ୍କ ନିର୍ଦେଶ କର୍ମେ ଜଗତସିଂହପୁର ଏଡିପିଓ ଦିବ୍ୟ ରଞନ ନାଥ ଙ୍କ ନେତୣତ୍ବରେ ଥାନା ଅଧିକାରୀ ସୁଷାନ୍ତ କୁମାର ସାହୁ ଓ ଅତିରିକ୍ତ ଆଇଆଇସି ମହମ୍ମଦ ସିରାଜ ଙ୍କ ସହିତ ଶତାଧିକ ପୋଲିସ ମିଳିତ ଭାବେ ଥାନା ପରିସର ରୁ ବାହାରି କଲେଜ ଛକ ପର୍ଯ୍ୟନ୍ତ ଫ୍ଲାଗମାର୍ଚ କରିଥିଲେ ।ଆଗକୁ ଗଣେଶ ପୂଜା ଓ ବିଶ୍ୱକର୍ମା ପୂଜା ଶାରଦୀୟ ପାର୍ବଣ ପୁଜା ଥିବାରୁ ବିଭିନ୍ନ ମଣ୍ଡପ ମାନଙ୍କରେ ପୂଜା ଅନୁଷ୍ଟିତ ହେବ | ପ୍ରତ୍ୟେକ ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳାର ସହିତ ପୂଜାଅର୍ଚନା କରିବା ସହିତ ଠାକୁର ଦର୍ଶନ କରିବା ନିମନ୍ତେ ଜଗତସିଂହପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି |Jagatsinghpur Police conducted Flag March Ahead of Ganesh Puja #JagatsinghpurPolice #GaneshPuja #FlagMarch #OdishaPolice #LawAndOrder #PeacefulFestival #SecurityAlert #FestiveSeason #SafetyFirst #Jagatsinghpur Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha