Bhuligalu mate dhana 💔 / odia sad song / dipanjali / Dibyacomedy / Niranjan
Dipanjali music
0:00 / 0:00
Bhuligalu mate dhana 💔 / odia sad song / dipanjali / Dibyacomedy / Niranjan
7 645 просмотров · 2 года назад
Dipanjali music
21,1 тыс. подписчиков
7 645 просмотров · 2 года назад
Link re click କରି Instagram reels te karantu🙏
/ 1155189978876029
Bhuligalu mate dhana 💔 / odia sad song / dipanjali / Dibyacomedy / Niranjan
Banner - Dipanjali music
Singer - Niranjan Mishra
Lyrics - Jitendra Jena
Music - Dibyayoti panda ( Dibyacomedy )
(Contact - dibyayotipanda@gmail.com)
Music Arranger - Pintu Das
Dub, mix, master - PM Studio ( Cuttack)
Producer - Arnapurna mishra
Edit & poster - Jagu Rokey
😪😪😪😪 Lyrics 😪😪😪😪
ମୁଖୁଡା
💔💔💔💔💔💔💔💔
M:-
ଭୁଲି ଗଲୁ ମତେ ଧନ ଭଲ ପାଇ କି
ଭାଙ୍ଗି ଦେଲୁ କହ କାଇଁ ମନ ନେଇ କି
ଧୋକା ଦେଲୁ ମତେ ଆଜି ସାଥୀ ହେଇ କି
ଛାଡ଼ି ଦେଲୁ ହାତ ମୋର କଥା ଦେଇ କି
କେମିତି ତୋ ହୃଦୟ
ହେଲା ଏତେ ନିର୍ଦ୍ଦୟ
ଭାବିଲୁନି ପଛ କଥା ଦେଲୁ ତୁ ଠକି..
ଲୁହରେ ତ ଭିଜିଗଲା ମୋ ଦୁଇ ଆଖି
ଅତୀତର ଅଭୂଲା ସେ ସ୍ମୁତି କୁ ଦେଖି..//୦//
୧ମ ଅନ୍ତରା
💔💔💔💔💔💔💔💔
ସ୍ବପ୍ନ ଦେଖେଇଲୁ ପ୍ରେମ ଶିଖେଇଲୁ
ପ୍ରେମିକ ସଜେଇ ମତେ
ହୃଦୟ ସାଥୀରେ ଖେଳିଦେଲୁ ଖେଳ
ବୁଝି ପାରିଲିନି ତତେ
କିଏ ନେଲା ମୋ ଜାଗା
କରିଦେଲୁ ଅଲଗା
ଭଲ ପାଇଥିଲୁ ମନେ ଛଳନା ରଖି...
ମୋ କଥା କି ମନେ ତୋର ପଡ଼ୁ ନାହିଁକି
ଭୁଲି ପାରୁନି ମୁଁ ତତେ କହ କାହିଁକି..//୧//
୨ୟ ଅନ୍ତରା
💔💔💔💔💔💔💔💔
ନିଜଠୁ ନିଜର ଭାବୁଥିଲି ମୋର
ମିଛ ସେ ଭାବନା ଥିଲା
ଆସିଲା କି ଝଡ଼ ଜୀବନ ର ମୋଡ଼
ସବୁ ତ ବଦଳି ଗଲା..
ହାତ ରଖି ହାତରେ
ଚାଲୁଥିଲେ ବାଟରେ
ପ୍ରେମ ହେଲା ଅଭିଶାପ ଆମକୁ ରୋକି.....
ମୋ କାହାଣୀ କିଏ ଦେଲା ଲୁହରେ ଲେଖି
ଏକା ଏକା ପାରୁନି ମୁଁ ଜୀଇଁବା ଶିଖି..//୨//
💔💔💔💔💔💔💔💔
✍✍
:- Jitendra Jena
#dipanjali #odiasong #odiasadsong #dibyacomedy #akhimausi #hearttouching #heartbroken