ନୀଳମାଧବ କେମିତି ହେଲେ ଜଗନ୍ନାଥ । Mystery of Neelamadhava । Shree Jagannath Temple Puri
KALINGA VAIBHAVAM
0:00 / 0:00
ନୀଳମାଧବ କେମିତି ହେଲେ ଜଗନ୍ନାଥ । Mystery of Neelamadhava । Shree Jagannath Temple Puri
11 340 просмотров · 2 нед. назад
KALINGA VAIBHAVAM
6,73 тыс. подписчиков
11 340 просмотров · 2 нед. назад
ନୀଳମାଧବ କେମିତି ହେଲେ ଜଗନ୍ନାଥ । Mystery of Neelamadhava । Shree Jagannath Temple Puri
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆବିର୍ଭାବ ଏବଂ ନୀଳମାଧବଙ୍କ ପ୍ରକୃତ ପୌରାଣିକ ଇତିହାସ ଜାଣନ୍ତୁ। କିପରି ଶବର ରାଜା ବିଶ୍ୱାବସୁ ଜଙ୍ଗଲରେ କରୁଥିଲେ ଗୁପ୍ତ ସେବା ? କାହିଁକି ନୀଳମାଧବ ଅନ୍ତର୍ଧାନ ହୋଇ ଦାରୁବ୍ରହ୍ମ ରୂପ ନେଲେ ? ଦ୍ୱାପରରୁ କଳିଯୁଗ ଯାଏଁ ଏହି ଅଲୌକିକ ଲୀଳାର ସମ୍ପୂର୍ଣ୍ଣ ସତ୍ୟ ଏହି ଭିଡିଓରେ ପ୍ରସ୍ତୁତ କରାଯାଇଛି।
ନୀଳମାଧବଙ୍କ ରହସ୍ୟ (Mystery of Neelamadhava)
ଶବର ରାଜା ବିଶ୍ୱାବସୁ ଓ ବିଦ୍ୟାପତିଙ୍କ କାହାଣୀ (Story of Vishwavasu & Vidyapati)