Перейти к содержимому

ଥାନା ବାବୁ ଟଙ୍କା ନିଅ, ଗେଟ୍ ଖୋଲ , ଡେଡ୍ ବଡି ଦେଖାଅ || Custody Death Mystery || Nabarangpur || OR

Odisha Reporter

0:00 / 0:00

ଥାନା ବାବୁ ଟଙ୍କା ନିଅ, ଗେଟ୍ ଖୋଲ , ଡେଡ୍ ବଡି ଦେଖାଅ || Custody Death Mystery || Nabarangpur || OR

132 756 просмотров · 4 месяца назад
Odisha Reporter
2,98 млн подписчиков
132 756 просмотров · 4 месяца назад
#ହାଜତ_ମୃତ୍ୟୁକୁ_ନେଇ_ଥାନା_ଆଗରେ_ହଙ୍ଗାମା ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଡାବୁଗାଁ ଥାନା ପରିସରର । ପୂରା ଗାଁ ଉଠି ଆସିଛି । ପୁରୁଷ ମହିଳା ସମସ୍ତେ ଥାନା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଛନ୍ତି । କହୁଛନ୍ତି ପଇସା ନିଅ ଗେଟ୍ ଖୋଲ । ହାଜତରେ ଥିବା ଜଣେ ଅଭିଯୁକ୍ତର ମୃତ୍ୟୁକୁ ନେଇ ଏଭଳି ହଙ୍ଗାମା । ଗିରଫ ହେବାର ମାତ୍ର କିଛି ଘଣ୍ଟା ଭିତରେ ହିଁ ଅଭିଯୁକ୍ତର ଜୀବନ ଯାଇଥିବା ଅଭିଯୋଗ ହୋଇଛି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #OdishaReporter #tension #Nabarangpur #dabugaon #CustodialDeath