Перейти к содержимому

ଝିଅ ରାତିରେ ନିଖୋଜ, ସକାଳୁ ମିଳିଲା ମୃତଦେହ ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ାରେ ଦ୍ୱିତୀୟ ହତ୍ୟାକାଣ୍ଡ। kendrapara

Pratidin TV

0:00 / 0:00

ଝିଅ ରାତିରେ ନିଖୋଜ, ସକାଳୁ ମିଳିଲା ମୃତଦେହ ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ାରେ ଦ୍ୱିତୀୟ ହତ୍ୟାକାଣ୍ଡ। kendrapara

18 592 просмотра · 20 ч назад
Pratidin TV
1,77 млн подписчиков
18 592 просмотра · 20 ч назад
ଝିଅ ରାତିରେ ନିଖୋଜ, ସକାଳୁ ମିଳିଲା ମୃତଦେହ, ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ାରେ ଦ୍ୱିତୀୟ ହତ୍ୟାକାଣ୍ଡ। ରାତିରେ ତରକାରୀ ଗରମ କରିବା ପାଇଁ ମା'ଙ୍କଠାରୁ ଟର୍ଚ୍ଚ ନେଇ ବାହାରକୁ ଯାଇଥିଲେ। କିନ୍ତୁ ତା'ପରେ ଆଉ ଘରକୁ ଫେରିନଥିଲେ।କିଏ ଏହି ନିର୍ମମ ହତ୍ୟାକାଣ୍ଡର ଖଳନାୟକ? କ'ଣ ଏହା ପଛରେ ରହିଛି ଏକତରଫା ପ୍ରେମର କାହାଣୀ? ନା ଲୁଚି ରହିଛି ଆଉ କିଛି ଅଜଣା ରହସ୍ୟ? ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ହତ୍ୟାକାଣ୍ଡ। ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ବନ୍ଧସାହି ଗାଁର ଏହି ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।kendrapara #KendraparaCrime #StudentMurderCase #Marshaghai #OdishaNews #OdiaNews #CrimeUpdate Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha