ନବୀନଙ୍କୁ ଦେଖିବାକୁ ଗଂଜାମ ଲୋକଙ୍କ ଯେଉଁ ଖୁସି, ତାଙ୍କ ଲୋକ ପ୍ରିୟତା ପ୍ରମାଣ କରିଦେଉଛି! Naveen's Ganjam visit.
Pratidin TV
0:00 / 0:00
ନବୀନଙ୍କୁ ଦେଖିବାକୁ ଗଂଜାମ ଲୋକଙ୍କ ଯେଉଁ ଖୁସି, ତାଙ୍କ ଲୋକ ପ୍ରିୟତା ପ୍ରମାଣ କରିଦେଉଛି! Naveen's Ganjam visit.
13 969 просмотров · 3 ч назад
Pratidin TV
1,77 млн подписчиков
13 969 просмотров · 3 ч назад
ନବୀନଙ୍କୁ ଦେଖିବାକୁ ଗଂଜାମ ଲୋକଙ୍କ ଯେଉଁ ଖୁସି, ତାଙ୍କ ଲୋକ ପ୍ରିୟତା ପ୍ରମାଣ କରିଦେଉଛି! ବନ୍ୟା ବିପନ୍ନ ଓ ଚାଷୀମାନଙ୍କ ଦୁଃଖ ଶୁଣି ନବୀନ ପଟ୍ଟନାୟକ କାନ୍ଦି ପକାଇଥିଲେ। ଚାଷୀମାନେ ସେମାନଙ୍କର ନଷ୍ଟ ହୋଇଯାଇଥିବା ଧାନ ସହ ପନିପରିବା ଚାଷ ଦେଖାଇ ନିଜର ଦୁର୍ଦ୍ଦଶା ଜଣାଇଥିଲେ। ଗସ୍ତ ପୂର୍ବରୁ ହିଞ୍ଜିଳିରେ ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କ 'ନିଖୋଜ' ପୋଷ୍ଟର ମରାଯାଇଥିଲା, ଯାହାକୁ ନେଇ ଦୁଇ ପ୍ରମୁଖ ଦଳ ମଧ୍ୟରେ ବାକ୍ଯୁଦ୍ଧ ତେଜିଥିଲା। ଏହାର ଜବାବ ସ୍ୱରୂପ ନବୀନ ସିଧାସଳଖ ମଇଦାନକୁ ଓହ୍ଲାଇଥିଲେ ! ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ପ୍ରଶ୍ନ କରିଛନ୍ତି ଯେ, ବନ୍ୟା ପାଣି ଥିବା ସମୟରେ ନବୀନ କାହିଁକି ଆସିଲେ ନାହିଁ? ୧୧ ଦିନ ପରେ ଗଞ୍ଜାମ ଆସିବା କେବଳ ରାଜନୈତିକ ଷ୍ଟଣ୍ଟ ବୋଲି ବିଜେପି କହିଛି। ଏପରିକି କିଛି ସ୍ଥାନରେ ସାଧାରଣ ଲୋକ "ନବୀନ ଗୋ ବ୍ୟାକ୍" ନାରା ମଧ୍ୟ ଦେଇଥିଲେ Naveen's Ganjam visit.
#NaveenPatnaik #GanjamVisit #OdishaPolitics #GanjamFlood #CycloneArnab #Hinjili
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha