Перейти к содержимому

ଯୀଶୁ ତୁମ ନାମ ଗାଇବାକୁ JISU TUMA NAMA GAIBAKU ll MUNNI RANI DIGAL ASHOK DIGAL NEW ODIA CHRISTIAN SONG

MJ CREATION GS и ещё 4

0:00 / 0:00

ଯୀଶୁ ତୁମ ନାମ ଗାଇବାକୁ JISU TUMA NAMA GAIBAKU ll MUNNI RANI DIGAL ASHOK DIGAL NEW ODIA CHRISTIAN SONG

211 831 просмотр · 10 месяцев назад
MJ CREATION GS и ещё 4
211 831 просмотр · 10 месяцев назад
------ LYRICS -------- ‎ଯୀଶୁ ତୁମ ନାମ ଗାଇବାକୁ ଭାରି ଭଲ ଲାଗେ ‎ଯୀଶୁ ତୁମ ନାମ ଭଜି ବାକୁ ଭାରି ଭଲ ଲାଗେ ‎ସକାଳେ ସଞ୍ଜରେ ତୁମ କଥା ଭାବେ ‎ବିପଦ ଆପଦେ ତୁମ କଥା ସ୍ମରେ ‎ସଦା ରୁହ ମୋ ସାଥେ ‎ମୋ ପ୍ରିୟ ପ୍ରଭୁ ସଦା ରୁହ ମୋ ସାଥେ .... ‎ ‎1+ ‎ତୁମେ ମୋର ଜୀବନ ର ‎ଅଟ ନାବିକ ପ୍ରଭୁ ‎ତୁମ ଠାରେ ଦେଉଅଛି ‎ମୋର ଏ ଜୀବନ ସବୁ-2 ‎ତୁମ ପାଶେ ରହିବି ନିତ୍ୟେ ‎ତୁମ ସେବା କରିବି ମୁ ଯେ-2/... ‎ ‎2+ ‎ ‎ଯୀଶୁ ଛଡ଼ା ନାହିଁ କେହି ‎ମୋ ଜୀବନର ସାଥି ‎ମାଗିବାର ଆଗରୁ ସେ ‎ଦିଅନ୍ତି ସବୁ ସେ ଯାଚି ‎ ‎ନିଅ ପ୍ରଭୁ ତୁମରି ପଥେ ‎ଆସୁ ଝଡ଼ ଜୀବନେ ଯେତେ ‎‎ଯୀଶୁ ତୁମ ନାମ ଗାଇବାକୁ ଭାରି ଭଲ ଲାଗେ ‎ ଯୀଶୁ ତୁମ ନାମ ଗାଇବାକୁ JISU TUMA NAMA GAIBAKU ll MUNNI RANI DIGAL ASHOK DIGAL NEW ODIA CHRISTIAN SONG 🎥VIDEO CREDIT *ING - BLESSY , BEAUTY , SUNEMIYA , MISHA , LISHA PRODUCER - BASANTI & ETTI CO PRODUCER - MANOJ KUMAR MAJHI DIRECTOR - ASHOK DIGAL CHOREOGRAPHER - BLESSY & CHINTU CAMERA & EDIT - JITHON DIGAL 🎙️🎤🎧 AUDIO CREDIT SINGER- MUNNI RANI DIGAL LYRICS MUSIC - ASHOK DIGAL PRODUCER - BASANTI & ETTI CO PRODUCER - MANOJ KUMAR MAJHI KEYBOARD- SANIDHYA DIGAL ODIA CHRISTIAN SONG CHRISTIAN ODIA SON CHRIATIAN devotional SONG