ହିମାଳୟ ବିଷୟରେ ଜାଣନ୍ତୁ: Class 7 Social Science MCQ Quiz
SIKSHA BINDU
0:00 / 0:00
ହିମାଳୟ ବିଷୟରେ ଜାଣନ୍ତୁ: Class 7 Social Science MCQ Quiz
61 просмотр · 2 недели назад
SIKSHA BINDU
21 подписчик
61 просмотр · 2 недели назад
Class 7 Social Science Chapter 1 MCQ | ଭାରତର ଭୌଗୋଳିକ ବିବିଧତା 2| Formation of Himalayas in Odia Quiz
ନିମ୍ନ ଲିଙ୍କ କୁ କ୍ଲିକ୍ କରି ଏହି ପାଠର ଅନ୍ୟ ଭିଡ଼ିଓ ଗୁଡ଼ିକ ଆପଣ ଦେଖିପାରିବେ।
Part 1 : • ଭାରତ ବିଷୟରେ..Class 7 Social Science ଭାରତର ...
Part 3 : • Class 7 Social Science Quiz: ଭାରତର ଭୌଗୋଳିକ...
ନମସ୍କାର ସାଙ୍ଗମାନେ! 🙏
ଆଜିର ଏହି Video ରେ ଆମେ Class 7 Social Science (ଭୂଗୋଳ) Chapter 1 - "ଭାରତର ଭୌଗୋଳିକ ବିବିଧତା" (ହିମାଳୟର ସୃଷ୍ଟି) ବିଷୟର 10 ଟି ଅତି ଗୁରୁତ୍ୱପୂର୍ଣ୍ଣ MCQ Quiz ଆଲୋଚନା କରିଛୁ।
📌 ଏହି ଭିଡିଓରେ ଆଲୋଚିତ ମୁଖ୍ୟ ପ୍ରଶ୍ନଗୁଡ଼ିକ:
• ନିୟୁତ ନିୟୁତ ବର୍ଷ ପୂର୍ବେ ଭାରତ କେଉଁ ଭୂଭାଗର ଅଂଶ ଥିଲା? (ଗଣ୍ଡୱାନା ଲ୍ୟାଣ୍ଡ)
• ହିମାଳୟର ପ୍ରକୃତ ଅର୍ଥ କ'ଣ? (ହିମର ଆଳୟ)
• ହିମାଳୟ ପାର୍ବତ୍ୟ ଅଞ୍ଚଳରେ ରୋଡୋଡେଣ୍ଡ୍ରନ୍ ଫୁଲର ସରବତ୍
• ହିମାଳୟର ସର୍ବୋଚ୍ଚ ଓ ଦୁର୍ଗମ ଅଂଶ 'ହିମାଦ୍ରି'
• UNESCO ବିଶ୍ୱ ଐତିହ୍ୟସ୍ଥଳୀ ଓ ଏହାର ପୂର୍ଣ୍ଣ ରୂପ
• ହିମାଳୟାନ୍ ମୋନାଲ୍ (ପକ୍ଷୀ)
• ପାଙ୍ଗଙ୍ଗ ସୋ ହ୍ରଦ ଓ ଭାରତର ଶୀତଳ ମରୁଭୂମି (ଲଦାଖ)
ଏହି Quiz ଟି ଆପଣଙ୍କ ପରୀକ୍ଷା ପ୍ରସ୍ତୁତି (Class 7 Exam Preparation) ଏବଂ ଜ୍ଞାନ ବୃଦ୍ଧି ପାଇଁ ବହୁତ ଲାଭଦାୟକ ହେବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ 10 ରୁ ଆପଣ କେତେଟି ସଠିକ୍ ଉତ୍ତର ଦେଲେ Comment ରେ ନିଶ୍ଚୟ ଜଣାନ୍ତୁ!
👍 ଭିଡିଓଟି ଭଲ ଲାଗିଲେ Like, Share ଏବଂ Channel କୁ Subscribe କରିବାକୁ ଭୁଲିବେ ନାହିଁ!
#Class7SocialScience #OdiaMedium #BSEOdisha #HimalayasQuiz #GeographyOdia #IndianGeography #Geographicaldiversityofindia
#GeographyQuiz #ଭାରତରଭୌଗୋଳିକବିବିଧତା #OdiaEducation #sikshabindu #geographymcq #7thclassgeography #sikshabindu
class 7 social science chapter 1, bharatara bhougolika bibidhata, class 7 geography chapter 1 odia medium, himalayan formation in odia, 7th class social science quiz, odia educational video, bse odisha class 7 geography, gondwanaland to himalayas odia, himalaya mcq quiz, pangong lake ladakh quiz odia, unesco full form in odia, odia medium school quiz