Перейти к содержимому

Aahe Ananta Asima ¶¶Old Christian Devotional Song¶¶ Singer: Late Purna Chandra Khuntia¶¶

𝔸ℍ𝔸𝔸ℕ & 𝕊𝕌ℍ𝔸𝔸ℕ ℂℍℝ𝕀𝕊𝕋𝕀𝔸ℕ 𝕄𝕌𝕊𝕀ℂ

0:00 / 0:00

Aahe Ananta Asima ¶¶Old Christian Devotional Song¶¶ Singer: Late Purna Chandra Khuntia¶¶

25 373 просмотра · 5 л. назад
𝔸ℍ𝔸𝔸ℕ & 𝕊𝕌ℍ𝔸𝔸ℕ ℂℍℝ𝕀𝕊𝕋𝕀𝔸ℕ 𝕄𝕌𝕊𝕀ℂ
31,6 тыс. подписчиков
25 373 просмотра · 5 л. назад
PRAISE THE LORD ପ୍ରଭୁ ଯୀଶୁଙ୍କ ମହତ୍ ମହତ୍ ନାମର ଧନ୍ୟବାଦ ହେଉ ପ୍ରଭୁ ଅନୁଗ୍ରହ କରି ଆଉ ଏକ ଜଣାଶୁଣା ଭକ୍ତି ସଂଗୀତ ଅପ୍ଲୋଡ୍ କରିବା ପାଇଁ ଏହି ସୁଯୋଗ ଦେଲେ | ଆଶା କରୁ ଏହି ଗୀତ ମାଧ୍ୟମରେ ତାହାଙ୍କର ଗୌରବ ପ୍ରଂଶସା ହେବା ସହିତ ଆପଣମାନଙ୍କୁ ମଧ୍ୟ ଗୀତଟି ଭଲ ଲାଗିବ | ଏହି ଗୀତ ସମନ୍ଧରେ ପଦେ ସୂଚନା ୧. ଗୀତ:- "ଆହେ ଅନନ୍ତ ଅସିମ ତୁମରି ମଧୁର ପ୍ରେମ" ୨. କ୍ୟାସେଟ୍:- ଆଶା ଆନନ୍ଦ ମୋହତ୍ସବ ୩. ଗୀତ ରଚନା:- ରଜନୀକାନ୍ତ ନାୟକ ୪. ସଂଗୀତ ଓ ପରିଚାଳନା:- ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଓ ରେଭ୍ ପ୍ରଦିପ କୁମାର ଦାସ୍ ୫. କଣ୍ଠଶିଳ୍ପୀ:- ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ୬. ରି- ମାଷ୍ଟେରିଂ:- ସୁକୁମାର ଚୌହାନ୍ ( ପୁପୁନା) ୭. ପ୍ରଯୋଜନା:- ଲିଭିଂ ବାଇବଲ ଇଣ୍ଡିଆ ( କଟକ) ୮. ୟୁ ଟ୍ୟୁବ୍ ଚ୍ୟାନେଲ୍‌:- ଆହାନ୍ ମ୍ୟୁଜିକ୍ ଖ୍ରୀଷ୍ଟିୟାନ୍‌ ସଂଙ୍ଗ ଏମିତି ସୁନ୍ଦର ସୁନ୍ଦର ନୂଆ ଓ ପୂରୁଣା ଖ୍ରୀଷ୍ଟିୟ ସଂଗୀତ ଶୁଣିବା ପାଇଁ ଆପଣ ମାନଙ୍କ ପ୍ରାର୍ଥନା ଏକାନ୍ତ ଆମର ଆବଶ୍ୟକ ଏବଂ ଗୀତ ସମନ୍ଧରେ ଆପଣ ମାନଙ୍କ ସୁମତାମତ(Comment) ଜଣାଇ ଆମକୁ ପରବର୍ତ୍ତୀ ଗୀତ ପ୍ରସ୍ତୁତ କରିବାରେ ସହାୟକ ହୁଅନ୍ତୁ | ଆମେନ୍‌.... ଧନ୍ୟବାଦ | Contact Details AHAAN MUSIC CHRISTIAN SONG MANASI BEERO AT/PO- JEERANGO, GAJAPATI, ODISHA PIN- 761212 MOBILE NO - 8280107556.9827668009