Перейти к содержимому

ବିଲୁଆ କାମୁଡ଼ାରେ ୧୩ ଆହତ| Odisha Reporter

Odisha Reporter

0:00 / 0:00

ବିଲୁଆ କାମୁଡ଼ାରେ ୧୩ ଆହତ| Odisha Reporter

1 310 просмотров · 5 часов назад
Odisha Reporter
2,98 млн подписчиков
1 310 просмотров · 5 часов назад
#ବିଲୁଆ_କାମୁଡ଼ାରେ_୧୩_ଆହତ ଗାଁ ରେ ପଶିଲା ପାଗଳ ବିଲୁଆ । ୧୩ ଜଣଙ୍କୁ କାମୁଡ଼ି କଲା ରକ୍ତାକ୍ତ । ସମସ୍ତ ଆହତଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ଗ୍ରାମବାସୀଙ୍କୁ ସତର୍କ କରାଇବା ସହ ପାଗଳ ବିଲୁଆକୁ ଖୋଜୁଛି ବନ ବିଭାଗ । ଆହତଙ୍କ ମଧ୍ୟରେ ଜଣେ ଶିଶୁ, ୮ ଜଣ ମହିଳାଙ୍କ ସମେତ ୪ ଜଣ ପୁରୁଷ ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । #jajpur #Odisha #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter