In Conversation - CHINMAY KUMAR DAS PATTANAIK, Dialogue Writer | EP-3 PART-1|| ଚିନ୍ମୟ ଦାସ ପଟ୍ଟନାୟକ
KP
0:00 / 0:00
In Conversation - CHINMAY KUMAR DAS PATTANAIK, Dialogue Writer | EP-3 PART-1|| ଚିନ୍ମୟ ଦାସ ପଟ୍ଟନାୟକ
257 просмотров · 5 лет назад
KP
6,49 тыс. подписчиков
257 просмотров · 5 лет назад
CHINMAYA DAS PATTANAIK (KAKU)
ଚିନ୍ମୟ ଦାସ ପଟ୍ଟନାୟକ(କାକୁ)ଙ୍କ ଜୀବନର କଥା ||| ବହୁ ପୁରସ୍କାର ପ୍ରାପ୍ତ ଓଡ଼ିଆ ସିନେମା ଓ ସିରିଏଲ ସଂଳାପ ଲେଖକ,ନାଟ୍ୟକାର,ନିର୍ଦ୍ଦେଶକ,ଅଭିନେତା,କଣ୍ଠଶିଳ୍ପୀ,ମଞ୍ଚକର୍ମୀ, ପ୍ରଯୋଜକ | ନାଟକ କୁ ଭଲ ପାଉଥିବା ମଣିଷ | ବାରିପଦା ରେ ଜନ୍ମ ହୋଇ ନାଟକ ସହ ଯୋଡି ହୋଇଥିଲେ| ପରେ ନାଟ୍ୟକାର ସାଜି ଅନେକ ନାଟକ କରାଇଥିଲେ ବାରିପଦା ର ଏକ ସୌଖିନ ନାଟ୍ୟସଂସ୍ଥା ମାଧ୍ୟମରେ |ତାପରେ କଟକ ଆସି ଓଡ଼ିଆ ସିନେମା ସିରିଏଲ ର ସାଜିଲେ ସଂଳାପ ଲେଖକ | ଆଜି ତାଙ୍କର ଅନେକ ନାଟକ ସହ ଯୋଡି ହୋଇଥିବା ସାଥି ନାଟୁଆମାନେ ଓଡ଼ିଆ ସିନେମା ଜଗତରେ କାମ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ନିର୍ଦ୍ଦେଶକ ତାପସ ସରଘରିଆ ଅଭିନେତା ସ୍ୱରାଜ ବାରିକ | ମୁଁ ବ୍ୟକ୍ତିଗତ ଭାବେ ନାଟକ କରୁଥିବା ସମୟରୁ ତାଙ୍କୁ ଜାଣେ| ସେ ବାରିପଦା କରିଥିବା ଏକ ନାଟକ ଫେଷ୍ଟିଭାଲ ରେ ମୁଁ ପୁରସ୍କୃତ ମଧ୍ୟ ହୋଇଥିଲି| ଅନେକ ଓଡ଼ିଆ ସିନେମା ସିରିଏଲର ସେ ସଂଳାପ ଲେଖକ ଯାହା ଆଜି ଘର ଘରେ ପରିଚିତ | ଏହି ଇଣ୍ଟରଭିଉ ଟି ଆମେ ମୁଁ KP ଓ GUDDI 22 ଫେବୃଆରୀ 2016 ସକାଳ 8ଟା ନିଉଜ଼ 7 ଟିଭି ଚାଁନେଲ ପାଇଁ ବ୍ରେକଫାଷ୍ଟ ଓଡିଶା କାର୍ଯ୍ୟକ୍ରମ ବେଳେ ନେଇଥିଲୁ ସେତେବେଳ ପର୍ଯ୍ୟନ୍ତ ଯାହା ଥିଲା କାକୁ ଭାଇ ଜଣାଇଛନ୍ତି ଏହା ତିନୋଟି ଭାଗ ରେ ବିଭକ୍ତ ହୋଇଛି ପାର୍ଟ 2 ଓ 3 ମଧ୍ୟ ଦେଖିବେ ବୋଲି ଆଶା ବିଶ୍ୱାସ ଅଛି
ଏହିଭଳି ଇଣ୍ଟରଭିଉ ଦେଖିବା ପାଇଁ ଦୟାକରି ମୋ ଚାଁନେଲ କୁ SUBSCRIBE କରନ୍ତୁ ବେଲ୍ ବଟନ ପ୍ରେସ କରନ୍ତୁ ହଁ କମେଣ୍ଟ ନିଶ୍ଚୟ ଦେବେ
ଓ ଏହିଭଳି ପରଦା ପଛର ମଣିଷକୁ ସମସ୍ତେ ଜାଣନ୍ତୁ ସେଥିପାଇଁ SHARE ମଧ୍ୟ କରନ୍ତୁ
ମୋତେ ଆପଣ ମାନେ ପାଇବେ FACEBOOK ରେ
/ kp.rjvj
INSTAGRAM / rjvjkp
YOUTUBE
/ kprjvjbuddy