Перейти к содержимому

SAMLEI SAMLEI SAMBALPURI BHAJAN / HS KUMAR & KUMAR DRONA / SNEHASISH & FIROJ #maasamleibhajan

DP MUSIC PRODUCTION

0:00 / 0:00

SAMLEI SAMLEI SAMBALPURI BHAJAN / HS KUMAR & KUMAR DRONA / SNEHASISH & FIROJ #maasamleibhajan

33 907 просмотров · 2 г. назад
DP MUSIC PRODUCTION
110 тыс. подписчиков
33 907 просмотров · 2 г. назад
DP MUSIC PRODUCTION Presenting the new sambalpuri Bhajan Song Samlei samlei Singer- HS Kumar & Kumar Drona Lyrics & Music - KUMAR Brother's Rythm - Pramod, Manish, Nibash, Balram Keyboard - Litu bhai ,Muna bhai Vst - Nari Da MPC - Babu Da Voice Dob - Adi studio Kesinga Mix/Master - Shreeman Studio Bhubaneswar Video credit - Staring - Snehasish Rout & Firoj Kumar DOP/Camera - Ananta bag Choreographer - Sushant Makeup - Krishna Art Dance group - Krishna and Group Sound - Kunu Taria Management - Kanha Panda Direction - P Dileswar Producer - Maheswata Padhan Special Thanks - Santosh (Bhaina) , Ajay, Reena, Lipi, Bablu, Kasi #samleibhajan #maasamlei #samleswari #bhajan #hskumar #sambalpuribhajan #maasamaleswari Lyrics:- ୧.ସେମେଲ୍ ତଲେ ଗୋ ବସେଇ ତୋର୍ ଗାଁ ହେଲୁ ସମଲେଇ ସମଲେଇ ମାଁ ସମଲେଇ ସମଲେଇ ୨.ଭାବର୍ ଦରିଆ କରୁଛୁ ପାରି ପହଁରେଇ ପହଁରେଇ ଗୋ ପହଁରେଇ ପହଁରେଇ ୧.କିଟ୍ କିଟ୍ କଲା ରାତି, କଲୁ ଗୋ ତୋର୍ ଭିଆନ 2.ସଅଁରେନର୍ ସପନେ ଦେଲୁ ତୁଇ ଦରସନ ୧/୨. ସେବା କଲା ସେ ଧୂପ ଗୁଗୁଲ ଦେଇ ୧.ସେମେଲ୍ ତଲେ ଗୋ ବସେଇ ତୋର୍ ଗାଁ ହେଲୁ ସମଲେଇ ସମଲେଇ ମାଁ ସମଲେଇ ସମଲେଇ ୨.ଭାବର୍ ଦରିଆ କରୁଛୁ ପାରି ମାଁ ପହଁରେଇ ପହଁରେଇ ଗୋ ପହଁରେଇ ପହଁରେଇ ------------------------------------------- ୨.ହେ ମାଁ କାନେ ଫୁକି ବାହନ, ପେସେନ, ପାଙ୍ଗେନ, ନସେନ, ଭୂତ କି ମସାନ ଝାରି ଦେସୁ ଗୋ ଯାନି ଉଲଗୁନା ଆଏଲେ ଛିନି ମାଁ ଧରି ଚଉଷଠି ଯୁଗିନି ୧.ଟହ ଟହ ସେନ୍ଦୂର, ମନ୍ଦାର, ଅଲତା ଅଧର, ରୁଧିରେ କର୍ପୁର ଲାଲ ଜର ଜର ଗୋ ମାଖୁ ତୁଇ ଘି ନେ ସାନି ମାଁ ଉଆଁସେ ହେଉ କି ପୁନି ୨.ଘମ୍ ଘମ୍ ଅଁତର୍ ଦିଆ କରୁଗୋ ତୁଇ ପସନ ୧.ପାଟ ଉତ୍ତରି ସଙ୍ଗେ ଛାଏଁଲଗା ଛିଟ୍ ବସନ ୧/୨. ତିହାରେ ପିନ୍ଧୁ ମାଁ ଗୋ ଝାପି ନେ ଥୁଇ ୨.ସେମେଲ୍ ତଲେ ଗୋ ବସେଇ ତୋର୍ ଗାଁ ହେଲୁ ସମଲେଇ ସମଲେଇ ମାଁ ସମଲେଇ ସମଲେଇ ୧.ଭାବର୍ ଦରିଆ କରୁଛୁ ପାରି ପହଁରେଇ ପହଁରେଇ ଗୋ ପହଁରେଇ ପହଁରେଇ --------------------------------------- ୧.ହେ ମାଁ.. ମାଁ ତୋର୍ ଘୁଲ୍ ଘୁଲା, ଖଗଲା,ନାକେ ଡଣୀ ଝୁଲା, ବାହେଁ ରୂପା ବଲା ହାତେ ଲୁହା ସିକିଲି ପାଏଁରି ବାନ୍ଧି ଗୋ ଗୁଡେ ମାଁ ଖେଲୁ ଗୋ ଭରୁଆ ମୁଡେ ୨.ମାଁ ଗୋ ମାଁ ପୂଜା ଖାଉ ମାଉଲି, ବଏତି, ବଞ୍ଜାରି, ବସ୍ତରେନ୍, ଡୁମା କି ଗବଡା ତୁଇ କଲି ସୁନ୍ଦିରି ସୁଲ୍ହ ବଜା ବାଜଲେ ଆଡେ ଗୋ କଣ୍ଟା ଦୁଲି ଝୁଲୁ ଗୋ ଲାଡେ ୧.ରୁଟେ ମୁଟେ କରି ମାଁ ଛପନା କୁଟି ଜୀବନ ୨.ତୋର୍ ଛତର୍ ଛାୟା ତଲେ ଦେଇଛୁ ଗୋ ସରନ ୧/୨ ସମାଲି ରଖୁଛୁ ମହାମାୟୀ ୧.ସେମେଲ୍ ତଲେ ଗୋ ବସେଇ ତୋର୍ ଗାଁ ହେଲୁ ସମଲେଇ ସମଲେଇ ମାଁ ସମଲେଇ ସମଲେଇ ୨.ଭାବର୍ ଦରିଆ କରୁଛୁ ପାରି ପହଁରେଇ ପହଁରେଇ ମାଁ ଗୋ ପହଁରେଇ ପହଁରେଇ