Перейти к содержимому

Super Cyclone ‘Polo’ Intensifies Rapidly, Winds Reach 290 kmph | Odisha Reporter

Odisha Reporter

0:00 / 0:00

Super Cyclone ‘Polo’ Intensifies Rapidly, Winds Reach 290 kmph | Odisha Reporter

7 074 просмотра · 5 часов назад
Odisha Reporter
2,98 млн подписчиков
7 074 просмотра · 5 часов назад
ସମୁଦ୍ରରେ ଘୁରିବୁଲୁଛି ମହାଶକ୍ତିଶାଳୀ ମହାବାତ୍ୟା ‘ପୋଲୋ’! ମାତ୍ର ୨୪ ଘଣ୍ଟା ଭିତରେ ଟ୍ରପିକାଲ୍ ଷ୍ଟର୍ମରୁ ଭୟଙ୍କର ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇଛି। ବାତ୍ୟାର ପବନ ବେଗ ଘଣ୍ଟା ପ୍ରତି ୨୯୦ କିଲୋମିଟର ଛୁଇଁଥିବା ଦାବି କରାଯାଉଛି। ବାତ୍ୟାର ଭୟଙ୍କର ରୂପ ଦେଖି ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ। ମେକ୍ସିକୋର ଦକ୍ଷିଣ-ପଶ୍ଚିମ ଉପକୂଳ ଦେଇ ସମୁଦ୍ରରେ ଗତି କରିବ ଏହି ବାତ୍ୟା। ତେବେ ଏତେ କମ୍ ସମୟରେ ବାତ୍ୟାଟି କିପରି ଏତେ ଶକ୍ତିଶାଳୀ ହେଲା? ଜାଣନ୍ତୁ ପୂରା ଖବର। #Cyclone #SuperCyclone #CyclonePolo #PoloCyclone #TropicalStorm #MegaCyclone #CycloneAlert #CycloneUpdate #WeatherUpdate #WeatherNews #Storm #PowerfulCyclone #ExtremeWeather #PacificOcean #Mexico #InternationalNews #odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter