Перейти к содержимому

ଜେଲ୍‌ ଭିତରୁ ସାକ୍ଷୀଙ୍କୁ ଧମକ! Pitabas Panda Murder Case: Ex-MLA Bikram Panda Appears at Police Station

News18 Odia

0:00 / 0:00

ଜେଲ୍‌ ଭିତରୁ ସାକ୍ଷୀଙ୍କୁ ଧମକ! Pitabas Panda Murder Case: Ex-MLA Bikram Panda Appears at Police Station

1 149 просмотров · 13 часов назад
News18 Odia
6,26 млн подписчиков
1 149 просмотров · 13 часов назад
ଜେଲ୍‌ ଭିତରୁ ସାକ୍ଷୀଙ୍କୁ ଧମକ! Pitabas Panda Murder Case: Ex-MLA Bikram Panda Appears at Police Station Former Berhampur MLA Bikram Panda appeared before the Gosaninuagaon Police Station following allegations of threatening key witness Lalit Mohan Mangaraj in the advocate Pitabas Panda murder case while in jail. Reports reveal that Panda allegedly used the mobile phone of jail doctor Susanta Panigrahi to issue the threats. Along with Bikram Panda, BJD leader Madan Dalai and Dr. Susanta Panigrahi have also been named in the case. Watch the full video for complete details. ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଜେଲ୍‌ ଭିତରେ ଥାଇ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି। ଜେଲ୍‌ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍‌ ବ୍ୟବହାର କରି ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବିକ୍ରମଙ୍କ ସହ ଜେଲ୍ ଡାକ୍ତର ଏବଂ ବିଜେଡି ନେତା ମଦନ ଦଳେଇଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ପୂରା ଖବର ଜାଣିବା ପାଇଁ ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ। #BikramPanda #BerhampurNews #PitabasPandaMurder Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_SS