Перейти к содержимому

ଧନତେରସ୍ କାହିଁକି ପାଳନ କରାଯାଏ? 🪔 | ଭଗବାନ ଧନ୍ୱନ୍ତରୀ ଓ ରାଜକୁମାରଙ୍କ ରହସ୍ୟମୟ କାହାଣୀ | #Odia_Story

ମନର ଶକ୍ତି

0:00 / 0:00

ଧନତେରସ୍ କାହିଁକି ପାଳନ କରାଯାଏ? 🪔 | ଭଗବାନ ଧନ୍ୱନ୍ତରୀ ଓ ରାଜକୁମାରଙ୍କ ରହସ୍ୟମୟ କାହାଣୀ | #Odia_Story

281 просмотр · 8 дн. назад
ମନର ଶକ୍ତି
9 подписчиков
281 просмотр · 8 дн. назад
ଭିଡିଓର ଦୃଶ୍ୟ: 00.01-00.52- କାହାଣୀ ବିଷୟରେ ପରିଚୟ ( Introduction) 00.53-01.47- ସମୁଦ୍ର ମନ୍ଥନରୁ କାହାଣୀର ଆରମ୍ଭ 01.48- 02.40- ଧନତେରସ୍ ର ରହସ୍ୟ ଓ ଭଗବାନ ଧନ୍ଵନ୍ତରୀଙ୍କ ଆବିର୍ଭାବ 02.41-04.04- ଧନତେରସ୍ ଦିନ ସୁନା ଓ ବାସନ କାହିଁକି କିଣନ୍ତି? 04.05 06.15 ରାଜା ହିମଙ୍କ ପୁତ୍ରଙ୍କ ରୋଚକ କାହାଣୀ 06.16-07.00- ଧନତେରସ୍ ଓ ଯମଦୀପ ଦାନ 07.01-07.58- ଧନତେରସ୍ ଓ ମାଁ ଲଷ୍ମୀଙ୍କ ଆରାଧନା 07.59-09.05- ଏହି କାହାଣୀ ଆମକୁ କଣ ଶିଖାଏ? 09.06-9.48- ଉପସଂହାର ବିଶେଷ ଦ୍ରଷ୍ଟବ୍ୟ : ରାଜା ହିମଙ୍କ ପୁତ୍ରଙ୍କ କାହାଣୀଟି ଏକ ପ୍ରଚଳିତ ପୌରାଣିକ ଲୋକକଥା; ଏହା ଐତିହାସିକ ପ୍ରମାଣିତ ଘଟଣା ନୁହେଁ, ବରଂ ଲୋକବିଶ୍ୱାସ ଭାବରେ ଏହାକୁ ଗ୍ରହଣ କରାଯାଇଥାଏ । ଏହିଭଳି ସୁନ୍ଦର ସୁନ୍ଦର ରୋଚକ, ଶିକ୍ଷଣୀୟ, ପ୍ରେରଣାଦାୟକ, ଏବଂ ଜୀବନ ପରିବର୍ତ୍ତନୀୟ କାହାଣୀଗୁଡ଼ିକ ଦେଖିବା ପାଇଁ ଆମ ମନର ଶକ୍ତି ଚ୍ୟାନେଲକୁ Subscribe କରି Bell icon ରେ all କୁ click କରନ୍ତୁ ଏବଂ ଭିଡ଼ିଓ ଯଦି ଭଲ ଲାଗେ ତାହେଲେ ଭିଡ଼ିଓକୁ Like କରିବା ସହିତ ନିଜ ଭାଇ, ବନ୍ଧୁ ଓ ଆତ୍ମୀୟ ସ୍ୱଜନଙ୍କ ପାଖକୁ share କରନ୍ତୁ | N.B.- ଭିଡ଼ିଓରେ ଯଦି କିଛି ତ୍ରୁଟି ଥାଏ ତାହେଲେ କ୍ଷମା କରିବେ | Source of story - Internet #odiastory #motivationalvideo #odia #odisha #educationalvideo #manarashakti #Odiastoryvideo #motivationalvideo #odiavibes #odisha #odialongvideo #dhanteras #deewali #deepawali #jayshreeram #jayjagannath #maalaxmi #maa #happydiwali