Перейти к содержимому

How to make chuna machha besara. Chuna machha besara kemiti baneibe. #odiafood #food #foodie

ଓଡ଼ିଆ ବୋହୁ

0:00 / 0:00

How to make chuna machha besara. Chuna machha besara kemiti baneibe. #odiafood #food #foodie

210 просмотров · 6 дней назад
ଓଡ଼ିଆ ବୋହୁ
18 подписчиков
210 просмотров · 6 дней назад
ଚୁନା ମାଛ ବେସର ତରକାରୀ | Chuna Macha Besara Recipe in Odia ନମସ୍କାର ସାଙ୍ଗମାନେ,🙏 ଆଜିର ଏହି ଭିଡିଓରେ ଆମେ ପ୍ରସ୍ତୁତ କରିବା ଓଡ଼ିଶାର ଏକ ପାରମ୍ପରିକ ଏବଂ ଅତି ପ୍ରିୟ ସ୍ୱାଦିଷ୍ଟ ଖାଦ୍ୟ "ଚୁନା ମାଛ ବେସର"। ଏହି ଛୋଟ ଛୋଟ ଚୁନା ମାଛକୁ ସୋରିଷ ମସଲା (ବେସର) ଏବଂ ଆମ୍ବୁଲ ଦେଇ ତିଆରି କଲେ ଏହାର ସ୍ୱାଦ ବହୁତ ବଢ଼ିଆ ଲାଗିଥାଏ, ବିଶେଷ କରି ପଖାଳ ଭାତ କିମ୍ବା ଗରମ ଭାତ ସହିତ ଏହା ଜମିଯାଏ। ଖୁବ୍ ସହଜ ଏବଂ ଘରୋଇ ଉପାୟରେ କେମିତି ଏହି ରେସିପି ବନେଇବେ, ତାହା ଭିଡିଓରେ ସମ୍ପୂର୍ଣ୍ଣ ଭାବେ ଦେଖାଯାଇଛି। ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଘରେ ନିଶ୍ଚୟ ଚେଷ୍ଟା କରନ୍ତଯଦି ଆପଣଙ୍କୁ ଏହି ରେସିପିଟି ଭଲ ଲାଗିଲା, ତେବେ ଭିଡିଓକୁ LIKE ଏବଂ SHARE କରନ୍ତୁ।