Перейти к содержимому

ବିଦେଶରୁ ଆସିଲେ ମୁଲିଆ 😰 | ଆଉ ମାମୁ ଘରକୁ ଆସିବିନି

Paradeshi Odia

0:00 / 0:00

ବିଦେଶରୁ ଆସିଲେ ମୁଲିଆ 😰 | ଆଉ ମାମୁ ଘରକୁ ଆସିବିନି

1 244 просмотра · 7 мес. назад
Paradeshi Odia
3,1 тыс. подписчиков
1 244 просмотра · 7 мес. назад
ମାମୁ ଘରେ ହେଲା ଝଳ ବୁହା କାମ | ବିଦେଶରୁ ଆସିଲେ ମୁଲିଆ 😰 | ଆଉ ମାମୁ ଘରକୁ ଆସିବିନି . . ନମସ୍କାର 🙏 ମୋ ନାଁ Saumya। ମୁଁ Bhadrak, Odisha ରୁ। ପେଶାରେ ମୁଁ ଜଣେ Data Scientist । ମୁଁ UK ରେ job କରୁଥିବା ବେଳେ ଏହି YouTube channel ଆରମ୍ଭ କରିଥିଲି, ଯେଉଁଠାରେ ମୁଁ UK ରେ ମୋ daily life ଓ experience share କରୁଥିଲି। ଏବେ ମୁଁ UK ରୁ ଫେରି ଆସିଛି ଏବଂ କିଛି ବର୍ଷ ପାଇଁ Odisha ରେ ରହିବାକୁ decide କରିଛି। ଏହି channel ରେ ଆପଣମାନେ ମୋ daily life, travel, food, culture ଓ interesting experiences ଦେଖିପାରିବେ। ମୋ video ଯଦି ଆପଣମାନଙ୍କୁ ଭଲ ଲାଗେ, ତେବେ channel କୁ subscribe କରନ୍ତୁ, video କୁ like କରନ୍ତୁ, ଏବଂ ଆପଣଙ୍କ ମତାମତ comment ରେ ଜଣାନ୍ତୁ। 📸 Instagram: https://www.instagram.com/paradeshi_o... 🛒 ମୋର କିଛି product ର affiliate links: [Affiliate links] 🎥 ମୁଁ ବ୍ୟବହାର କରୁଥିବା gadgets: [Gadgets links] ଧନ୍ୟବାଦ ❤️ . . . #OdiaVlog #OdiaYouTuber #OdishaVlog #DailyVlog #OdiaLifestyle #UKLife #IndiaVlog #TravelVlog #OdiaFood #VillageLife