Asa Sarbe Asa Tanka Manonita//ଆସ ସର୍ବେ ଆସ ତାଙ୍କ ମନୋନୀତ // Odia Christian Worship Song
AP Music Official
0:00 / 0:00
Asa Sarbe Asa Tanka Manonita//ଆସ ସର୍ବେ ଆସ ତାଙ୍କ ମନୋନୀତ // Odia Christian Worship Song
329 просмотров · 2 недели назад
AP Music Official
557 подписчиков
329 просмотров · 2 недели назад
Asa Sarbe Asa Tanka Manonita//ଆସ ସର୍ବେ ଆସ ତାଙ୍କ ମନୋନୀତ // Odia Christian Worship Song
ପ୍ରଭୁ ଯୀଶୁଙ୍କ ମହିମା ନିମନ୍ତେ ଏକ ଓଡ଼ିଆ ଗୀତ ପ୍ରସ୍ତୁତ କରିଅଛୁ ନୁଆ ରୂପରେ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଯେପରି ଅଧିକ ବ୍ୟବହାର ହୋଇ ପାରିବ ଏଥି ପାଇଁ ପ୍ରାର୍ଥନାରେ ତୋଳି ଧରନ୍ତୁ 🙏
ଗୀତଟି ଯଦି ଭଲ ଲାଗେ ତେବେ Like 👍 Share 📲 Comment 💬 Subscribe 🔔 କରନ୍ତୁ 🙏
Song Full Lyrics
…...............................
[ସ୍ଥାୟୀ]
ଆସିବେ ମୋ ରାଜା ଯୀଶୁ
ଦୂତ ସାଧୁ ସଙ୍ଗେ... ୨
ଆସ ସର୍ବେ ଆସ ତାଙ୍କ ମନନୀତ... ୨
ନେଇଯିବେ ସେ ଆମକୁ ସରଗ ଦେଶେ... ୨
ଆସିବେ ମୋ ରାଜା ଯୀଶୁ...........
[୧]
ଏଇ ଦେଖ ମେଘ ରଥେ ହୋଇଛି ସଜିତ
ଆସିବେ ଜଗତେ ସେ ଏକ ନିମିଶେକେ
ଯେତେ ତାଙ୍କ ମନନୀତ ରହିଛ ଜଗତେ
ହୁଅ ସାଜ ସଜା ତୁମେ ଯିବ ସରଗେ... ୨
ନେଇଯିବେ ସେ ଆମକୁ ସରଗ ଦେଶେ... ୨
ଆସିବେ ମୋ ରାଜା ଯୀଶୁ.....
[୨]
ଏକ ଦିନ ହୋଇଯିବ ସରଗ ସିଂହାସନ
ଆନନ୍ଦେ ଉଛୁଳିବ ଜୀବନ ଆମ
ନ ଥିବ ଆଉ ସବୁ ଦୁଃଖ ଯାତନା
ଘେରିବ ଆମକୁ ସଦା ଆନନ୍ଦ ସୀମା... ୨
ନେଇଯିବେ ସେ ଆମକୁ ସରଗ ଦେଶେ... ୨
ଆସିବେ ମୋ ରାଜା ଯୀଶୁ......
...................................................................
play List
• Mana Mandirare Jaluthau //ମନ ମନ୍ଦିରରେ ଜଳୁଥ...
• Nai Penuti || ନାଇ ପେନୁତି || Kui Christian ...
• E Dunia Kichhi Dienahin|| ଏ ଦୁନିୟା କିଛି ଦି...
• Jedagati Aabati || ଜେଡାଗାଟି ଆବାତି|| Kui Ch...
• Arpinjanenju Jisu Rajenju // ଆର୍ପି ଞ୍ଜାନେଞ...
• Yesuka Prem Asim hai Prem|| Hindi Christia...
• Prabhu Jisu Pada Aju Dahna || ପ୍ରଭୁ ଯୀଶୁ ପ...
• ଯୀଶୁ ଯୀଶୁ ମୋ' ପ୍ରଭୁ ଯୀଶୁ // Jisu Jisu Mo P...
• ହେ, ତୃଷିତ ମାନବ||He, Trushita Manaba|| New ...
• କୃତଜ୍ଞ ହୃଦୟେ //Krutagya Hrudaye // New odi...
• Yeshu Aaraha hai || Hindi Christian Worshi...
• ଶୁଭ ଜନ୍ମ ଦିନ || Subha Janma Dina || Birthd...
• ନିନ୍ଦା ମୁପା ପଣ ତସିବାମୁ || Ninda Mupa Pana ...
• ଜଳାଇ ପ୍ରଦୀପ || JALAI PRADEEPA || ODIA CHRI...
• କଲବରୀରେ କ୍ରୁଶର ଛାୟା || Kalabarire Krushara...
• ପ୍ରଭୁ ମୁଁ ତୁମକୁ କେତେ ଯେ କନ୍ଦାଇଛି || Prabhu...
• ଯୀଶୁଙ୍କ ନାମ || Jisunka Nama || Odia Christ...
• ଇଦେ ମାକେ ମାଂଜାନେଞ୍ଜୁ || Ide Make Manjanenj...
• ଖାଲି ହାତରେ କିପରି ଯିବି || Khali Hatare Kipa...
• He Sakala Desha || ହେ ସକଳ ଦେଶ || Odia Chri...
• ବାଦୁ ଆଜୁ ଯୀଶୁ ସେଲୁ || Badu Aju Jesu selu |...
• ପ୍ରଭୁ ତୁମେ ପ୍ରେମ ମୟ || Prabhu Tume Prema M...
• ମୋର ପ୍ରାର୍ଥନା ଶୁଣ//Mora Prarthana Shuna//H...
• ଅନୁତାପ ହୃଦୟ ନେଇ || Anutapa Hrudaya Nei || ...
• ଯୀଶୁ ତୁମ ପ୍ରେମ ଅସୀମ || Jisu Prema Asima ||...
• ଧନ୍ୟ ସେହି ଜନ || Dhanya Sehi Jana|| Odia Ch...
• କ୍ରୁଶ ତଳେ ମୋର ମୁକ୍ତି || Krusha Tale Mora M...
#Asasarbeasatankamanonita
#asasarbeasa
#odiachristianworshipsong
#odia #odiachristiansong #odiachristian #worship #worshipmusic #christmas #christian #christianity #kuis #hindisong #hindichristiansong #hindichristian #aichristianmusic #aichristiansong #asibemoraja #asasarbeasatanka #gospe #gospelsongs
Asa sarbe asa tank manonita
Asa sarbe asa
odia Christian Worship song
odia Christian songs
Odia Christian Devotional song
Worship music
Worship Songs
Hindi Christian Worship song
hindi Christian songs
Gospel songs
!!* ANTI-PIRACY WARNING *!!
This content is copyright to "Amar Pradhan Music Official" Any unauthorized reproduction redistribution, Re-upload (Audio or video) is Strictly prohibited of this material. Legal Action will be taken against those Violent this copyright material presented.