Перейти к содержимому

ପ୍ରକାଶକ ହିଁ ଲେଖକଙ୍କ ଶତ୍ରୁ (Author Vs Publisher) | Ep-02। Podcast With Biswa Mahapatra

Swarnaruchaa

0:00 / 0:00

ପ୍ରକାଶକ ହିଁ ଲେଖକଙ୍କ ଶତ୍ରୁ (Author Vs Publisher) | Ep-02। Podcast With Biswa Mahapatra

1 385 просмотров · 3 месяца назад
Swarnaruchaa
262 подписчика
1 385 просмотров · 3 месяца назад
ଲେଖକ ଓ ପ୍ରକାଶକଙ୍କ ସମ୍ପର୍କ ସତରେ ସହଯୋଗର ନା ଦ୍ୱନ୍ଦ୍ୱର? ଏହି Episode ରେ ଆମେ ଆଲୋଚନା କରିଛୁ—କାହିଁକି ଅନେକ ଲେଖକଙ୍କ ମନରେ ଥାଏ ଯେ "ପ୍ରକାଶକ ହିଁ ଲେଖକଙ୍କ ଶତ୍ରୁ"। 🎙️ Guest: Biswa Mahapatra ଏହି Podcast ରେ ଆଲୋଚନା ହୋଇଛି: ଲେଖକ ବନାମ ପ୍ରକାଶକ – ସତ କାହାଣୀ ରୟାଲ୍ଟି ଓ ବୁକ୍ ସେଲ୍ସ ନୂଆ ଲେଖକଙ୍କ ସମସ୍ୟା Self Publishing vs Traditional Publishing ଓଡ଼ିଆ ପୁସ୍ତକ ବଜାରର ବାସ୍ତବତା ଭଲ ପ୍ରକାଶକ କିପରି ବାଛିବେ ଯଦି ଆପଣ ଜଣେ ଲେଖକ, ପାଠକ କିମ୍ବା ପ୍ରକାଶନ ଜଗତ ସମ୍ପର୍କରେ ଆଗ୍ରହୀ, ତେବେ ଏହି Podcast ନିଶ୍ଚୟ ଦେଖନ୍ତୁ। 👍 Like | 💬 Comment | 🔔 Subscribe କରନ୍ତୁ ଏବଂ ଆଗାମୀ Episode ମିସ୍ କରନ୍ତୁ ନାହିଁ। #odiasahitya #swarnaruchaa #books #booklovers #debabratadas #odialiterature #odisha #podcast #authorinterview #motivation #booklovers