Перейти к содержимому

ପିଲାଙ୍କ ଇସ୍କୁଲ ଟିଫିନ୍ ପାଇଁ କମ ସମୟରେ ଏମିତି ଜଳଖିଆ ବଣନ୍ତୁ😍।।Soft & Fluffy Roti Recipe | ରୁଟି ରେସିପି

jhulii cooking channel

0:00 / 0:00

ପିଲାଙ୍କ ଇସ୍କୁଲ ଟିଫିନ୍ ପାଇଁ କମ ସମୟରେ ଏମିତି ଜଳଖିଆ ବଣନ୍ତୁ😍।।Soft & Fluffy Roti Recipe | ରୁଟି ରେସିପି

64 просмотра · 4 дня назад
jhulii cooking channel
38 подписчиков
64 просмотра · 4 дня назад
ଘରେ ଏମିତି ନରମ, ଫୁଲା ଓ ସ୍ୱାଦିଷ୍ଟ ରୁଟି ବନାଇଛନ୍ତି କି? 😍 ଏହି ସହଜ ଉପାୟରେ ରୁଟି ବନାଇଲେ ରୁଟି ହେବ ବହୁତ ନରମ ଓ ଫୁଲାଫୁଲା। ❤️ ସାଧାରଣ ଉପକରଣରେ ଘରୋଇ ଷ୍ଟାଇଲ୍‌ରେ ତିଆରି କରନ୍ତୁ ଏହି ଟେଷ୍ଟି ରୁଟି। ଭିଡିଓଟି ଭଲ ଲାଗିଲେ Like 👍 Share ❤️ ଓ Subscribe 🔔 କରିବାକୁ ଭୁଲିବେ ନାହିଁ। ଆପଣଙ୍କ ପରିବାର ଓ ସାଙ୍ଗମାନଙ୍କ ସହିତ ମଧ୍ୟ ଏହି ରେସିପିଟି Share କରନ୍ତୁ। 🙏❤️ #️⃣ Hashtags #RotiRecipe #SoftRoti #FluffyRoti #Roti #OdiaRecipe #OdiaFood #IndianRecipe #BreakfastRecipe #EasyRecipe #HomeMadeRoti #Cooking #Foodie #Recipe #ViralRecipe #OdiaCooking