ଧର୍ମେନ୍ଦ୍ରଙ୍କ ଭଳି ଦମ ଦେଖାଅ | The Quiver News
THE Quiver News
0:00 / 0:00
ଧର୍ମେନ୍ଦ୍ରଙ୍କ ଭଳି ଦମ ଦେଖାଅ | The Quiver News
1 529 просмотров · 5 ч назад
THE Quiver News
288 тыс. подписчиков
1 529 просмотров · 5 ч назад
#ଧର୍ମେନ୍ଦ୍ରଙ୍କ_ଭଳି_ଦମ_ଦେଖାଅ
ଯାହାବି କହିଲେ, ଧର୍ମେନ୍ଦ୍ର ଧର୍ମେନ୍ଦ୍ର । ତାଙ୍କ ଶରୀକୁ ନା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ତାଙ୍କ ଭଳି ଦମ ନା ଓଡ଼ିଶାରେ କେଉଁ ନେତାଙ୍କର ଅଛି, ନା କଲିଜା? ଯଦି ଥାଆନ୍ତା ଦମ ଦେଖାଇଥାନ୍ତେ । ଛେରୁଆଙ୍କ ଭଳି ଡରି ନଥାନ୍ତେ କୋଟିଆ ପ୍ରସଙ୍ଗରେ । କୋଟିଆରେ ଆନ୍ଧ୍ର ନିର୍ବାଚନକୁ ନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ଅଫିସରଙ୍କ କାମ ଦେଖାଇ ଦେଉଛି ସୁରେଶଙ୍କର ଦମ ଅଛି ନା କଲିଜା । ଛୋଟ କଲିଜା ନେଇ କାମ କରୁଛନ୍ତି । ଶପଥ ଅନୁଯାୟୀ ଓଡ଼ିଶାର ଭୂଖଣ୍ଡକୁ ସୁରକ୍ଷା ଦେଇ ପାରୁଛନ୍ତି । କେବଳ ତାମସା କରୁଥିବା କହିଲେଣି ତାଙ୍କରି ଦଳର ନେତା । ଏବେ ଅପାରଗତାକୁ ଲୁଚାଇବା ପାଇଁ ବିରୋଧୀ ଦଳ ଗୁଡ଼ିକର ଶରଣ ପଶିବା ସହ ସୁପ୍ରିମକୋର୍ଟଙ୍କୁ ଭରସା କରିଛନ୍ତି ।
#thequiver #thequivernews #latestnews #todaynews #odishanews #odishapolitics #KotiaIssue #KotiaPolitics #dharmendrapradhan #sureshpujari #OdishaAndhraBorder #KotiaDispute #borderdispute #SaveKotia #koraput #OdishaBorder #KotiaConflict #SupremeCourtOdisha #odiapride #odishagovernment #politicaldebate #KotiaElection
The Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "The Quiver News" in YouTube! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: https://thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics