Перейти к содержимому

🌺 ଆମେ ଦଶହରା କେମିତି ପାଳନ କଲୁ 🙏❤️ | ଗାଁ ଲୋକଙ୍କ ପାଇଁ ହେଲା ଭୋଜି, କ’ଣ କ’ଣ ରୋଷେଇ ହେଲା? 😍🍛 | Foodie Bites

Foodie bites

0:00 / 0:00

🌺 ଆମେ ଦଶହରା କେମିତି ପାଳନ କଲୁ 🙏❤️ | ଗାଁ ଲୋକଙ୍କ ପାଇଁ ହେଲା ଭୋଜି, କ’ଣ କ’ଣ ରୋଷେଇ ହେଲା? 😍🍛 | Foodie Bites

141 просмотр · 2 нед. назад
Foodie bites
181 подписчик
141 просмотр · 2 нед. назад
ଜୟ ମା’ ଦୁର୍ଗା 🙏🌺 ଆମ ଗାଁରେ ଦଶହରା ପର୍ବ କେମିତି ପାଳନ କଲୁ ଏବଂ ଗାଁ ଲୋକଙ୍କ ପାଇଁ କ’ଣ କ’ଣ ସୁଆଦିଆ ରୋଷେଇ ହେଲା, ଆଜିର ଭିଡିଓରେ ଦେଖନ୍ତୁ। ❤️🥰 ଗାଁର ପରମ୍ପରା, ସମସ୍ତଙ୍କ ମିଳାମିଶା, ପର୍ବର ଖୁସି ଓ ଭୋଜିର ମଜା ଆପଣମାନଙ୍କ ସହ ବାଣ୍ଟିବାକୁ ନେଇ ଆସିଛୁ ଏହି ସୁନ୍ଦର ଭିଡିଓ। 🙏💐 ଭିଡିଓଟି ଭଲ ଲାଗିଲେ Like 👍, Comment ❤️, Share ଓ Foodie Bites ଚ୍ୟାନେଲକୁ Subscribe କରନ୍ତୁ। ଆପଣମାନଙ୍କୁ ଦଶହରାର ଅନେକ ଅନେକ ଶୁଭେଚ୍ଛା। 🌺🙏 #FoodieBites #OdiaVlog #Dasahara #Dussehra #GaonVlog #VillageFeast #OdiaFood #OdiaCooking #OdishaCulture #FestivalVlog #OdiaFamilyVlog