Sathyam Vada Dharmam Chara | Divine Journey with Sri Sathya Sai - Smt.Kanaka Manjari Behera
Prasanthi Express
0:00 / 0:00
Sathyam Vada Dharmam Chara | Divine Journey with Sri Sathya Sai - Smt.Kanaka Manjari Behera
4 077 просмотров · 6 дней назад
Prasanthi Express
4,24 тыс. подписчиков
4 077 просмотров · 6 дней назад
ସପ୍ରେମ ସାଇରାମ 🙏🏻
ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶାର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରଶାନ୍ତି ଏକ୍ସପ୍ରେସର ୭୬ତମ ଅଧ୍ୟାୟକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ।
ଏହି ଅଧ୍ୟାୟରେ ଆମେ ସମ୍ମାନନୀୟା ଶ୍ରୀମତୀ କନକ ମଞ୍ଜରୀ ବେହେରାଙ୍କ ଜୀବନଯାତ୍ରାରେ ଭଗବାନଙ୍କ ଅପାର କୃପାର କିଛି ଅନନ୍ୟ ଅନୁଭୂତି ଶୁଣିବାର ସୌଭାଗ୍ୟ ଲାଭ କରିବା । ସ୍ୱପ୍ନରେ ସ୍ୱାମୀଙ୍କ ଦିବ୍ୟ ଦର୍ଶନ ତାଙ୍କ ହୃଦୟକୁ ଏପରି ଭାବବିହ୍ୱଳ କରିଦେଇଥିଲା ଯେ ଗର୍ଭାବସ୍ଥା ସତ୍ତ୍ୱେ ସେ ପ୍ରଶାନ୍ତି ନିଳୟମ ଅଭିମୁଖେ ଯାତ୍ରା କରିଥିଲେ। ସେହି ସମୟରେ ଯାତାୟାତର ସୁବିଧା ଅତ୍ୟନ୍ତ ସୀମିତ ଥିବାରୁ ଏହି ଯାତ୍ରା ତାଙ୍କ ପାଇଁ ଥିଲା ଅତ୍ୟନ୍ତ ବିପଜ୍ଜନକ। କିନ୍ତୁ ଯେତେବେଳେ ଈଶ୍ୱରଙ୍କ ଡୋରି ଲାଗିଯାଏ, ସେତେବେଳେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିବା ପାଇଁ ମନରେ ଅଫୁରନ୍ତ ଶକ୍ତି ଓ ଅସୀମ ସାହସ ଜାଗିଉଠେ।
ପ୍ରାଣପ୍ରିୟ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆଗେଇ ଚାଲିବାର ଏହି ହୃଦୟସ୍ପର୍ଶୀ ଅନୁଭୂତି ଆମକୁ ମନେ ପକାଇଦିଏ ଯେ, ଈଶ୍ୱରଙ୍କ ଦିବ୍ୟ ଆକର୍ଷଣ ଯେତେବେଳେ ହୃଦୟକୁ ସ୍ପର୍ଶ କରେ, ସେତେବେଳେ ଦୂରତା ବାଧା ହୁଏନାହିଁ, ପ୍ରତିବନ୍ଧକ ପଥରୋଧ କରିପାରେନାହିଁ ଏବଂ ଭକ୍ତିର ପଥରେ ଯାତ୍ରା ଅଟକି ରହେନାହିଁ।
ତେବେ ଆଉ ବିଳମ୍ବ କାହିଁକି? ଏହି ଅଧ୍ୟାୟଟି ଦେଖନ୍ତୁ ଏବଂ ସ୍ୱାମୀଙ୍କ ଅସୀମ କୃପା ଓ ଅଲୌକିକ ପ୍ରେମରେ ପରିପୂର୍ଣ୍ଣ ଏହି ଅନୁଭୂତିଗୁଡ଼ିକରେ ନିଜ ହୃଦୟକୁ ପ୍ଳାବିତ କରନ୍ତୁ। ଏହି ଦିବ୍ୟ ଅନୁଭୂତିଗୁଡ଼ିକ ଆପଣଙ୍କ ଭକ୍ତିକୁ ଅଧିକ ଦୃଢ଼ କରୁ, ହୃଦୟକୁ ନୂତନ ଉତ୍ସାହରେ ଭରିଦେଉ ଏବଂ ଭଗବାନଙ୍କ ଦିବ୍ୟ ସାନ୍ନିଧ୍ୟ ଅଭିମୁଖେ ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ଆହୁରି ମନୋରମ କରିତୋଳୁ।
ଜୟ ସାଇରାମ
Loving Sairam 🙏🏻
Welcome to the 76th episode of Prasanthi Express, one of the Official YouTube Channels of Sri Sathya Sai Seva Organisations, Odisha.
This episode brings us the journey of Smt. Kanaka Manjari Behera, a Sai devotee whose profound dreams of Bhagawan Sri Sathya Sai Baba became a divine calling she simply could not ignore. Drawn by vivid and compelling visions of Swami, she embarked on a journey to Prasanthi Nilayam while carrying a child in her womb. At a time when reaching the abode of Bhagawan meant navigating difficult travel conditions and poorly developed routes, her decision seemed almost unbelievable to those around her. Yet, when the Divine calls, the heart finds a courage that the mind cannot explain.
What greater testament can there be to the power of divine attraction than a heart that journeys through uncertainty, undeterred by difficulties, simply to experience the presence of its Beloved?
Watch this episode to experience Swami’s boundless Grace shine through her experiences, touch the deepest corners of your heart, rekindle your faith, revitalise your spirit and awaken within you the divine energy to walk your own journey towards Him.
Jai Sairam!
#SriSathyaSaiBaba #SatyamVadaDharmamChara #KanakaManjariBehera #SaiBabaMiracles #SaiBabaDevotee #PrasanthiExpress #SathyaSai #PrasanthiNilayam #Puttaparthi #SaiBabaSatsang #DivineJourney #SaiBabaExperience #SaiBabaTeachings #SaiBhakti #SathyaSaiBabaDarshan
Copyright Disclaimer :
-----------------------------
Under section 107 of the Copyright Act of 1976,
allowance is made for “fair use” for purposes
such as criticism, comment, news reporting,
teaching, scholarship, education and research.