Перейти к содержимому

ଖୋଲିଲା ଭାଗ୍ୟର ପେଡି , ଚଳିଲେ ବୃହସ୍ପତି | Bruhaspati Mahachalan 2026 | Jupiter Transit 2026

Prarthana Life

0:00 / 0:00

ଖୋଲିଲା ଭାଗ୍ୟର ପେଡି , ଚଳିଲେ ବୃହସ୍ପତି | Bruhaspati Mahachalan 2026 | Jupiter Transit 2026

80 919 просмотров · 5 мес. назад
Prarthana Life
2,43 млн подписчиков
80 919 просмотров · 5 мес. назад
ବୃହସ୍ପତି ମହାଚଳନ - ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ, ବିପଦ ଓ ପ୍ରତିକାର.. ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ବା ମହାଚଳନକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ଧରାଯାଏ। ଏହି ମହାଚଳନ ଯୋଗୁଁ ଆପଣଙ୍କ ଜୀବନ, ଆମ ରାଜ୍ୟ ଓଡ଼ିଶା ଏବଂ ସମଗ୍ର ଦେଶ ଉପରେ କି ପ୍ରଭାବ ପଡ଼ିବାକୁ ଯାଉଛି, ସେ ବିଷୟରେ ଜାଣନ୍ତୁ। ଏହି ଭିଡ଼ିଓରେ ଓଡ଼ିଶାର ପ୍ରସିଦ୍ଧ ଜ୍ୟୋତିଷ ଗବେଷକ ଡ଼ା. ସରୋଜ ମହାରଣା ଏବଂ ଡ଼ା. ନିରଞ୍ଜନ ମହାପାତ୍ର ବିସ୍ତୃତ ଆଲୋଚନା କରିଛନ୍ତି: ✅ କେଉଁ ମାନଙ୍କର ଭାଗ୍ୟ ବଦଳିବ..? ✅ ଏହି ଚଳନ ଦ୍ୱାରା କିଏ ସବୁଠାରୁ ଅଧିକ ଲାଭବାନ ହେବେ..? ✅ କିଏ ହୋଇଯିବ ରାଜା ଏବଂ କାହା ପାଇଁ ରହିଛି ବଡ଼ ବିପଦ..? ✅ ଏହି ବିପଦରୁ ବଞ୍ଚିବା ପାଇଁ ସହଜ ଓ ସଠିକ୍ ପ୍ରତିକାର କ’ଣ..? ✅ ଆମ ରାଜ୍ୟ ଓ ଦେଶ ପାଇଁ ଏହା ସୌଭାଗ୍ୟ ଆଣିବ ନା ଦୁର୍ଭାଗ୍ୟ..? ନିଜ ରାଶିର ସଠିକ୍ ଭବିଷ୍ୟତ ଜାଣନ୍ତୁ ଏବଂ ସେହି ଅନୁସାରେ ପ୍ରତିକାର କରି ନିଜ ଜୀବନକୁ ସୁଖମୟ ଓ ସମୃଦ୍ଧ କରନ୍ତୁ | ଦେଖନ୍ତୁ କେବଳ ପ୍ରାର୍ଥନା ଲାଇଫ୍ (Prarthana Life) ରେ | #BruhaspatiChalana #JupiterTransit2026 #BruhaspatiChalana2026 #OdiaAstrology #Rashifal2026 #OdishaAstrology #DrSarojMoharana #DrNiranjanMohapatra #AstrologyPredictions #Astrology #IndianAstrology #AstrologyPredictions #Horoscope2026 #AstroRemedies #AstrologyTips #PrarthanaLife Odisha's Leading Entertainment Channel Prarthana Life. ►SUBSCRIBE to Prarthana channel.    / @prarthanalife   ►Like us on Facebook   / prarthanalife   ►Follow us on Instagram https://www.instagram.com/prarthanali... ► Watch on TarangPlus app : https://tarangplus.in/devotional-list Visit our website for further details: www.prarthanatv.in