Перейти к содержимому

Class No-06.Manajanpadas and Rise of Magadha in odia with 20(MCQ) based on PYQ | OPSC,OSSC,OSSSC.

BB History Academy

0:00 / 0:00

Class No-06.Manajanpadas and Rise of Magadha in odia with 20(MCQ) based on PYQ | OPSC,OSSC,OSSSC.

364 просмотра · 2 нед. назад
BB History Academy
556 подписчиков
364 просмотра · 2 нед. назад
16 ମହାଜନପଦ ଓ ମଗଧର ଉତ୍ଥାନ | Ancient Indian History ଆଜିର କ୍ଲାସ୍‌ରେ ଆମେ ପ୍ରାଚୀନ ଭାରତ ଇତିହାସର ଏକ ଅତ୍ୟନ୍ତ ଜରୁରୀ topic — 16 ମହାଜନପଦ (16 Mahajanapadas) ଓ ମଗଧର ଉତ୍ଥାନ (Rise of Magadha) ବିଷୟରେ ସହଜ ଭାବରେ ଶିଖିବା। ଏହି କ୍ଲାସ୍‌ରେ ଆଲୋଚନା କରାଯିବ: ✅ 16 ମହାଜନପଦର ପରିଚୟ ✅ 16 ମହାଜନପଦର ନାମ ଓ ରାଜଧାନୀ ✅ ମହାଜନପଦ ଯୁଗର ଗୁରୁତ୍ୱ ✅ ମଗଧର ଉତ୍ଥାନର କାରଣ ✅ ମଗଧର ପ୍ରମୁଖ ଶାସକ ✅ ପରୀକ୍ଷା ଦୃଷ୍ଟିରୁ Important Facts ✅ Competitive Exam ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ 🎯 ଏହି କ୍ଲାସ୍ କାହା ପାଇଁ? OSSC | ASO | OPSC | SI | Odisha Police | CGL ଏବଂ ଅନ୍ୟାନ୍ୟ Competitive Exams ପାଇଁ ଉପଯୋଗୀ। 📌 BB HISTORY ACADEMY ରେ ଆମେ Ancient History ଠାରୁ Modern History ପର୍ଯ୍ୟନ୍ତ ପରୀକ୍ଷା ଉପଯୋଗୀ ଭାବରେ ପଢ଼ାଉଛୁ। ଭିଡିଓଟି ଭଲ ଲାଗିଲେ 👍 Like କରନ୍ତୁ, 📤 Share କରନ୍ତୁ ଏବଂ 🔔 BB HISTORY ACADEMY କୁ Subscribe କରି ପରବର୍ତ୍ତୀ କ୍ଲାସ୍‌ ପାଇଁ ସାଥିରେ ରୁହନ୍ତୁ। #BBHistoryAcademy #16Mahajanapadas #RiseOfMagadha #AncientHistory #OSSC #ASO #OPSC #OdishaPolice #SI #CGL