10 October 2026
Swadara Odisha
0:00 / 0:00
10 October 2026
62 просмотра · 4 дня назад
Swadara Odisha
4 подписчика
62 просмотра · 4 дня назад
ନମସ୍କାର 🙏 ସ୍ୱାଗତ କରୁଛୁ ଆପଣଙ୍କ ନିଜର YouTube Channel Swadara Odisha କୁ।
ଆଜିର ଏହି ଭିଡିଓରେ ଆମେ ଶିଖିବା ଏକ ସୁଆଦିଆ ଓ ମଜାଦାର କୁନ୍ଦୁରୁ କାଜୁ ଫ୍ରାଏ (Kunduru Kaju Fry Recipe) କିପରି ସହଜରେ ଘରେ ପ୍ରସ୍ତୁତ କରିପାରିବା।
ଏହି ରେସିପି ଭାତ, ରୁଟି ଓ ଅନ୍ୟାନ୍ୟ ଖାଦ୍ୟ ସହିତ ଖାଇବାକୁ ବହୁତ ଭଲ ଲାଗେ।
❤️ ଆମ ଓଡ଼ିଆ ଖାଦ୍ୟର ସ୍ୱାଦ ଓ ପରମ୍ପରାକୁ ଭଲ ପାଉଥିଲେ ଆମ ଚ୍ୟାନେଲକୁ Subscribe କରନ୍ତୁ।
👍 Like | 💬 Comment | 🔔 Subscribe | 📲 Share
ଆପଣଙ୍କ ଭଲପାଇବା ଓ ସମର୍ଥନ ଆମକୁ ଆହୁରି ନୂଆ ନୂଆ ରେସିପି ଆଣିବାକୁ ଉତ୍ସାହିତ କରେ।
ଧନ୍ୟବାଦ ❤️ Channel Name: @Swadara
#KunduruKajuFry #KunduruRecipe #OdiaRecipe #SwadaraOdisha #OdiaFood #OdiaCooking #VegetarianRecipe