ଆସନ୍ତୁ ଏତେ ସୁନ୍ଦର ଜାଗା ଆମ Area ରେ ଦେଖିବା | ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବା | Odia Vlogger Lipi
Odia Vlogs By Saathi
0:00 / 0:00
ଆସନ୍ତୁ ଏତେ ସୁନ୍ଦର ଜାଗା ଆମ Area ରେ ଦେଖିବା | ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବା | Odia Vlogger Lipi
4 068 просмотров · 6 лет назад
Odia Vlogs By Saathi
10,1 тыс. подписчиков
4 068 просмотров · 6 лет назад
Vlog - 45
ଆଜି ଆମ ଗାଁ ର ମନୋରମ ପରିବେଶ ଆପଣ ମାନଙ୍କ ସହିତ Share କରିବା ସହ ଆମେ ଆରଡ଼ି, ଭଦ୍ରକ କୁ ଯାଇଥିଲୁ ସେଠିକା ର ବାବା ଆଖଣ୍ଡଳମଣି ଙ୍କ ମନ୍ଦିର ଦର୍ଶନ କରିବାର ଗୋଟେ ଭିଡ଼ିଓ ମୁ ଆପଣ ମାନଙ୍କ ସହିତ Share କରିଛି, ଭିଡ଼ିଓ କୁ ବହୁତ Enjoy କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ , ଆଶା କରୁଛି ଆପଣ ଙ୍କୁ ମୋ ଭିଡ଼ିଓ ଟି ବହୁତ ଭଲ ଲାଗିବ , ଯଦି ମୋ ଭିଡ଼ିଓ ଟି ଆପଣ ମାନଙ୍କୁ ଭଲ ଲାଗୁଥାଏ ତାହେଲେ ଦୟାକରି ଭିଡ଼ିଓ କୁ like , comment ଓ ମୋ channel "ODIA VLOGS BY SAATHI" କୁ subscribe କରି ମୋତେ ଆପଣ ମାନଙ୍କ ଶ୍ରଦ୍ଧା , ଭଲ ପାଇବା ଆଉ ଆଶୀର୍ବାଦ ଦେବେ ବୋଲି ମୋର ଆଶା....
ମୁଁ ଓଡ଼ିଆ ଆଉ ମୋ ଭାଷା ଓଡ଼ିଆ କୁ ମୁଁ ବହୁତ ସମ୍ମାନ କରେ , ଆଉ ନିଜକୁ ଜଣେ ଓଡ଼ିଆ ଘର ର ଝିଅ ଓ ବୋହୁ ଭାବେ କାହାକୁ କହିବା ସମୟରେ ମୁଁ ମୋ ନିଜକୁ ବହୁତ ଗର୍ବିତ ଅନୁଭବ କରେ . ଖାସ ସେଥିପାଇଁ ମୁଁ ମୋର ସମସ୍ତ ଓଡିଶାବାସି ମାନଙ୍କ ସହିତ ଯୋଡି଼ ହୋଇ ରହିବା ପାଇଁ ଏହି vlogging channel create କରିଛି , ଆଶା କରୁଛି ଆପଣ ମାନେ ମୋତେ support କରିବେ , ରହୁଛି ଧନ୍ୟବାଦ ....ନମସ୍କାର
ମୁଁ କିଏ | ଆସନ୍ତୁ ଜାଣିବେ ଆପଣଙ୍କ ପ୍ରଶ୍ନ ର ବହୁତ ସାରା ଉତର । My Intro
https://www.youtube.com/watch?v=Tg5by...
Follow me in Facebook -- / lipika.lipi.927
Follow me in Instagram -- / lipika.12345
Mail me -- lipikanayak56@gmail.com
#dailyodiavlog #aradi #babaakhandalamani #bhadrakh #chandbali #travelvlogging #odiavlog #dailyvlog #odiabeauty #odiavloggerlipi #odiavlogsbysaathi #odiayoutuberlipi #odiajhia #odiabohu #odialifestyle #odishadairy