ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ଯାହା ସତ ସେୟା କହିଛି ! Ex BJD MLA bikram panda appear before Ganjam SP.
Pratidin TV
0:00 / 0:00
ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ଯାହା ସତ ସେୟା କହିଛି ! Ex BJD MLA bikram panda appear before Ganjam SP.
5 047 просмотров · 1 дн. назад
Pratidin TV
1,77 млн подписчиков
5 047 просмотров · 1 дн. назад
ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ଯାହା ସତ ସେୟା କହିଛି ! ବ୍ରହ୍ମପୁରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଥାନାରେ ହାଜର ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସପି ଅଭିନବ ସୋନକର। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିକ୍ରମ ପଣ୍ଡାଙ୍କୁ ପୋଲିସ ପକ୍ଷରୁ ଜେରା କରାଯାଇଥିବା ଏସପି କହିଛନ୍ତି। ଜେରା ସମୟରେ ବିକ୍ରମ ପଣ୍ଡା ପୋଲିସକୁ ସହଯୋଗ କରୁଥିବା ସେ ସୂଚନା ଦେଇଛନ୍ତି। ଆବଶ୍ୟକ ହେଲେ ଘଟଣା ସହ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଏସପି କହିଛନ୍ତି। Ex BJD MLA bikram panda appear before Ganjam SP.
#BikramPanda #GanjamPolice #BerhampurNews #PitabasPandaCase #OdishaCrimeNews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha