ଆନ୍ତର୍ଜାତିକ ସଂଗଠନ ମିଳିତ ଜାତିସଂଘ ଭାରତର ସ୍ଥିତିInternational Economic Organisations+2 Political Science
Polity Explore
0:00 / 0:00
ଆନ୍ତର୍ଜାତିକ ସଂଗଠନ ମିଳିତ ଜାତିସଂଘ ଭାରତର ସ୍ଥିତିInternational Economic Organisations+2 Political Science
32 просмотра · 1 день назад
Polity Explore
175 подписчиков
32 просмотра · 1 день назад
ନମସ୍କାର ପିଲାମାନେ 🙏
ସ୍ୱାଗତ Polity Explore YouTube Channelକୁ।
ଆଜିର ଏହି Classରେ ଆମେ CHSE Odisha +2 Second Year Political Science – Unit 4: ଆନ୍ତର୍ଜାତିକ ସଂଗଠନ chapterର important topicsକୁ ସହଜ ଭାଷାରେ ପଢ଼ିବା।
📚 ଆଜିର Classରେ ରହିଛି:
✅ ମିଳିତ ଜାତିସଂଘ (United Nations)
✅ ମିଳିତ ଜାତିସଂଘର ମୁଖ୍ୟ ଅଙ୍ଗ
✅ ମିଳିତ ଜାତିସଂଘର ସଂସ୍କାର (UN Reforms)
✅ Security Council ଓ Veto Power
✅ ମିଳିତ ଜାତିସଂଘରେ ଭାରତର ସ୍ଥିତି
✅ ଆନ୍ତର୍ଜାତିକ ଆର୍ଥନୈତିକ ସଂଗଠନ
✅ IMF, World Bank ଓ WTO
✅ 10ଟି 1-Mark MCQ Practice
✅ 10ଟି 2-Mark Question Answer Practice
🎯 CHSE Odisha Board Exam ପାଇଁ ଏହି Classଟି ବହୁତ Helpful ହେବ।
📌 ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ Question Answerଗୁଡ଼ିକୁ ନିଜ ଖାତାରେ Practice କରନ୍ତୁ।
Like 👍 | Share 📤 | Subscribe 🔔 – Polity Explore
🔖 Hashtags
#CHSEOdisha #Plus2PoliticalScience #PoliticalScience #ଆନ୍ତର୍ଜାତିକସଂଗଠନ #ମିଳିତଜାତିସଂଘ #UN #UNReforms #IndiaAndUN#Polity#Shotnotes #india#chseodisha #IMF #WorldBank #WTO #OdishaBoard #PoliticalScienceOdia #PolityExplore#Indianpolity