Перейти к содержимому

ଢେଙ୍କାନାଳରେ ପାଣି ମାଗି ସୁନା ଚେନ୍‌ ଲୁଟ୍‌! | ୪୭ ବର୍ଷୀୟ ଅଭିଯୁକ୍ତ ଗିରଫ | Gold Chain Robbery

ruparekha

0:00 / 0:00

ଢେଙ୍କାନାଳରେ ପାଣି ମାଗି ସୁନା ଚେନ୍‌ ଲୁଟ୍‌! | ୪୭ ବର୍ଷୀୟ ଅଭିଯୁକ୍ତ ଗିରଫ | Gold Chain Robbery

1 704 просмотра · 3 недели назад
ruparekha
51 подписчик
1 704 просмотра · 3 недели назад
🚨 ଢେଙ୍କାନାଳରେ ଚାଞ୍ଚଲ୍ୟକର ଲୁଟ୍‌! 🚨 ପାଣି ପିଇବା ବାହାନାରେ ଘର ସମ୍ମୁଖରେ ବସିଥିବା ୭୬ ବର୍ଷୀୟା ବୃଦ୍ଧାଙ୍କଠାରୁ ସୁନା ଚେନ୍‌ ଲୁଟ୍‌ ଅଭିଯୋଗ। ଘଟଣାର ତଦନ୍ତ କରି ଢେଙ୍କାନାଳ ଟାଉନ୍‌ ପୁଲିସ ଜଣେ ୪୭ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି। 🔹 ୧୫.୫୧ ଗ୍ରାମ ସୁନା ଚେନ୍‌ ଜବତ 🔹 ସୁନା ଗିନି ଓ ସୁନା ବଲ୍‌ ଜବତ 🔹 ହୋଣ୍ଡା ୟୁନିକର୍ଣ୍ଣ ବାଇକ୍‌ ଜବତ 🔹 ମୋବାଇଲ୍‌ ଫୋନ୍‌ ଓ ହେଲମେଟ୍‌ ମଧ୍ୟ ଜବତ 🔹 CCTV, CDR ଓ IMEI ଟ୍ରାକିଂ ମାଧ୍ୟମରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ପୁଲିସ 📍 ଘଟଣା: ଟାଉନ୍‌ ପ୍ଲାନିଂ, ଢେଙ୍କାନାଳ 📅 ତାରିଖ: ୩ ସେପ୍ଟେମ୍ବର ୨୦୨୬ ସମ୍ପୂର୍ଣ୍ଣ ଘଟଣା ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। #Dhenkanal #DhenkanalNews #GoldChainRobbery #CrimeNews #OdishaNews #TownPolice #RuparekhaNews #BreakingNews