Перейти к содержимому

Ghatisula Maa Bhagabati Temple l Near Bhanjanagar l ବିଶାଳ ଗୁମ୍ଫାରେ ମା ଭଗବତୀ ଓ ଦଶହଜାର ଚେମେଣୀ ଚଡେଇ

Saroja Kanta Nayak

0:00 / 0:00

Ghatisula Maa Bhagabati Temple l Near Bhanjanagar l ବିଶାଳ ଗୁମ୍ଫାରେ ମା ଭଗବତୀ ଓ ଦଶହଜାର ଚେମେଣୀ ଚଡେଇ

2 237 просмотров · 2 года назад
Saroja Kanta Nayak
9,96 тыс. подписчиков
2 237 просмотров · 2 года назад
Ghatisula Maa Bhagabati Temple l ଘାଟିଶୂଳା ମା ଭଗବତୀ l ବିଶାଳ ଗୁମ୍ଫାରେ ମା ଭଗବତୀ ଓ ଦଶହଜାରରୁ ଅଧିକ ଚେମେଣୀ ଚଡେଇ ଅଛନ୍ତି l Ghatisula Maa Bhagabati Temple ଘାଟିଶୂଳା ମା ଭଗବତୀ ମନ୍ଦିର Kupati, Odisha 761141 Ghatisula Maa Bhagabati Temple https://maps.app.goo.gl/2d4dbkPkPDKi6... ଭୁବନେଶ୍ୱର ଠାରୁ ଘାଟିଶୂଳା ମା ଭଗବତୀ ମନ୍ଦିର ଦୂରତା 190 KM. ବ୍ରହ୍ମପୁର ଠାରୁ ଘାଟିଶୂଳା ମା ଭଗବତୀ ମନ୍ଦିର ଦୂରତା 107 KM. ଭଞ୍ଜନଗର ଠାରୁ ଘାଟିଶୂଳା ମା ଭଗବତୀ ମନ୍ଦିର ଦୂରତା 27 KM. ଗାଲେରୀ ଠାରୁ ଘାଟିଶୂଳା ମା ଭଗବତୀ ମନ୍ଦିର ଦୂରତା 7 KM. ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପରିବେଶ ଭାରୀ ସୁନ୍ଦର l ଏହି ନିରୋଳା ସ୍ଥାନ ସହରର ଗହଳିଚହଳି ଠାରୁ ଦୂରରେ ଓ ମନକୁ ଦିଏ ଅଶେଷ ପ୍ରଶାନ୍ତି l ଏହି ପୀଠରେ ଭୋଜିଭାତ ନିମନ୍ତେ ହଣ୍ଡାହାଣ୍ଡି, ଗ୍ୟାସ ଓ ଗ୍ୟାସଚୁଲା ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ରହିଁଛ l Mr. Rabi Narayan Patra - 9777644957 #GhatisulaMaaBhagabati #SarojaKantaNayak #GhumusarVlogsSaroja #Ghumusar #bhanjanagar #ganjam #odisha -------------------------------------------------------------------------------------------------------------------------------------------- My Second Vlog Channel :    / @ghumusarvlogssaroja   ------------------------------------------------------------------------- Follow Me on Youtube :-   / @sarojakantanayak   Instagram :-   / sarojakantanayak   Facebook :-   / sarojakanta.nayak.7   Twitter :-   / nayaksarojkanta   Telegram :-  https://telegram.org/dl -------------------‐--------------------------------------------------- Contact us :- Saroja Kanta Nayak Ganjam(Odisha) Email Id- nayaksarojakanta@gmail.com