Перейти к содержимому

Nonstop Kaudi Dance Bhajan Songs Audio Jukebox | ଶ୍ରାବଣ ସୋମବାର ସବୁଠୁ ଶୁଭ & Other Superhit Kaudi song

Odia Bhaktidhara

0:00 / 0:00

Nonstop Kaudi Dance Bhajan Songs Audio Jukebox | ଶ୍ରାବଣ ସୋମବାର ସବୁଠୁ ଶୁଭ & Other Superhit Kaudi song

3 246 просмотров · 1 месяц назад
Odia Bhaktidhara
2,97 млн подписчиков
3 246 просмотров · 1 месяц назад
ଶ୍ରାବଣ ସୋମବାର ହେଉଛି ପ୍ରଭୁ ମହାଦେବଙ୍କୁ ପ୍ରସନ୍ନ କରିବାର ସବୁଠାରୁ ପବିତ୍ର ଓ ଦିବ୍ୟ ଦିନ। ପାଦରେ ଛାଲା, କାନ୍ଧରେ କାଉଡ଼ି ଆଉ ଆଖିରେ ବାବାଙ୍କୁ ଟୋପାଏ ପାଣି ଢାଳିବାର ଅସୀମ ଆକୁଳତା... ଏହି କଷ୍ଟ ଭିତରେ ବି ଯେତେବେଳେ କାଉଡ଼ିଆ ଭାଇମାନଙ୍କ କାନରେ 'ବୋଲ୍ ବମ୍' ଡାକ ପଡ଼େ, ସେତେବେଳେ ସବୁ ଯନ୍ତ୍ରଣା ଉଭେଇ ଯାଏ ଆଉ ପାଦ ଆପଣାଛାଏଁ ନାଚି ଉଠେ। କାଉଡ଼ିଆମାନଙ୍କର ସେହି ଅସୀମ ଉତ୍ସାହ, ଆନନ୍ଦାଶ୍ରୁ ଆଉ ନିଷ୍କପଟ ଭକ୍ତିକୁ ଏକାଠି କରି ଆମେ ନେଇ ଆସିଛୁ ନନ୍-ଷ୍ଟପ୍ କାଉଡ଼ି ଡ୍ୟାନ୍ସ ଭଜନ ଜୁକ୍‌ବକ୍ସ "ଶ୍ରାବଣ ସୋମବାର ସବୁଠୁ ଶୁଭ"। Singers: Sri Charana, Rojalin Sahu, Gagan Bihari, Santosh Parida, Biswaprakash Sahoo, Shakti Mishra, Rupali Kar, James, Gobinda Chandra, Adya Adrika, Sidhishna Bindhani, Pratikhya Pattnaik, Krishna Priyadarshini Acharya, Sruti Soujanya Puhana, Satyajeet Pradhan, Debashish Mohanty #NonstopKaudiBhajan #OdiaBolbamSong #ShravanSomabar #Sawan2026 #ShivaBhajan #OdiaJukebox #HarHarMahadev #KaudiDance #Bholenath #OdiaDevotional #KanwarYatra ବାହୁଙ୍ଗି ବାଜିଲେ ଦୋଷ ନାହିଁ - 00:00 ଶ୍ରାବଣ ସୋମବାର ସବୁଠୁ ଶୁଭ - 06:26 ବମ୍ ବମ୍ ଭୋଳାରେ - 09:57 ଉଠା କାଉଡ଼ି କଳସ - 15:53 ଶ୍ରାବଣ ସୋମବାର ଆମକୁ ବାଟ ଛାଡ଼ - 21:58 କାଉଡ଼ିଆ ହୋ ପାଣି ନେଇ ଯା - 26:55 ସବୁ ସୋମବାର ଶିବ ଦର୍ଶନ - 30:27 ବାବା ଝୁଲୁଛି ତୁମ ଗଳାରେ ନାଗ - 35:40 ବମ୍ ବମ୍ ବମ୍ ଭୋଳା - 39:35 ଯା କଥା ହେବିନି ଭୋଳାନାଥ - 43:18 ଷୋଳ ସୋମବାର ପୂଜିଥିଲେ ହର - 47:28 ମାଟି ଶିବଲିଙ୍ଗ - 52:26 ମିତଣୀଲୋ ଶିବ ଲିଙ୍ଗେ ପାଣି ଢାଳିବା - 01:02:21 ଶ୍ରାବଣ ସୋମବାର ସବୁଠୁ ଶୁଭ - 01:05:50 ପାଣି ନେଇ ଯିବା ଭୋଳା ପାଖକୁ - 01:14:04 ଶ୍ରାବଣ ମାସିଆ କାଉଡ଼ି ଯାତରା - 01:21:49 ଶିବ ଶିରେ ପାଣି ଢାଳିବା - 01:28:16 ଶ୍ରାବଣରେ ଥରେ ଦେ ଦର୍ଶନ - 01:36:23 ତୁ କେବେ ନା କେବେ ଆମକୁ ଦବୁ ଦର୍ଶନ - 01:40:32 --------------------------------------------------- Watch & Subscribe to our other YouTube Channels: 👉 Sidharth Bhakti :    / sidharthbhakti   👉 Sidharth Music:    / sidharthmusic   👉 Sidharth TV :    / sidharthtv   👉 Namita Agrawal :    / namitaagrawal   ----------------------------------------------------- Enjoy & stay connected with us! 👉 Like us on Facebook :   / sidharthbhaktiodia   ----------------------------------------------------- #OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal