Перейти к содержимому

ଚାଲାଣ ଟଙ୍କା ନଦେଲେ କଟିବ ଘରର ବିଜୁଳି | Odisha Reporter

Odisha Reporter

0:00 / 0:00

ଚାଲାଣ ଟଙ୍କା ନଦେଲେ କଟିବ ଘରର ବିଜୁଳି | Odisha Reporter

1 547 просмотров · 3 часа назад
Odisha Reporter
2,98 млн подписчиков
1 547 просмотров · 3 часа назад
ବିଜୁଳି ବିଲ୍ ସହ ଯୋଡ଼ି ହୋଇଯିବ କି ଟ୍ରାଫିକ୍ ଚାଲାଣ? ଆପଣ ଚାଲାଣ ନଦେଲେ ସିଧା ଇଲେକ୍ଟ୍ରି ବିଲ୍ ସହ ମିଶି ଏକାଠି ଆସିବ କି? ଏବେ ଏମିତି କିଛି ସନ୍ଦେହ ସୁପ୍ରିମକୋର୍ଟଙ୍କ ଏକ ପ୍ରସ୍ତାବ ପରେ ଆସିଛି। ଦେଶରେ ବକେୟା ଥିବା ଟ୍ରାଫିକ୍ ଚାଲାଣ ଆଦାୟକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। #TrafficChallan #SupremeCourt #ElectricityBill #TrafficFine #UnpaidChallan Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter