ଚାନ୍ଦି ମେଢ଼ରେ ଚମକିବେ ମା’ କାଳୀ | Silver Cityରେ ଜୋରଦାର ପ୍ରସ୍ତୁତି | Kataka Kali Puja 2026
Prameya Digital
0:00 / 0:00
ଚାନ୍ଦି ମେଢ଼ରେ ଚମକିବେ ମା’ କାଳୀ | Silver Cityରେ ଜୋରଦାର ପ୍ରସ୍ତୁତି | Kataka Kali Puja 2026
13 просмотров · 38 мин. назад
Prameya Digital
152 тыс. подписчиков
13 просмотров · 38 мин. назад
ଚାନ୍ଦି ମେଢ଼ର ଚମକରେ ଝଲସିବେ ମା’ କାଳୀ। କାଳୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ରୌପ୍ୟନଗରୀ କଟକ। ସହରର ୭୦ରୁ ଅଧିକ ପୂଜାମଣ୍ଡପରେ ହେବ ମା’ଙ୍କ ଆରାଧନା। କେଉଁଠି ଆକର୍ଷଣୀୟ ମୂର୍ତ୍ତି ତ ଆଉ କେଉଁଠି ଚାନ୍ଦି ମେଢ଼ ଓ ଆଲୋକସଜ୍ଜାର ଆକର୍ଷଣ। ପୂଜା ପାଇଁ ମଣ୍ଡପଗୁଡ଼ିକରେ ଚାଲିଛି ଶେଷ ପର୍ଯ୍ୟାୟର ପ୍ରସ୍ତୁତି।
#KatakaKaliPuja #KaliPuja2026 #MaaKali #CuttackNews #SilverCityCuttack #ChandiMedha #OdishaFestivals #KaliPuja #CuttackCelebration #OdishaCulture #FestivalVibes #OdishaNews #CuttackPolice #PrameyaDigital #KaliPujaPreparations
Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today.
👍 Like | 🔄 Share | 💬 Comment | 🔔 Subscribe Prameya Digital
For latest news updates follow us on WhatsApp: https://www.whatsapp.com/channel/0029...
For latest Odisha News Follow us:
Website: http://www.prameya.com
/ prameyadigital
/ prameyadigital
/ @prameyadigital
/ prameya-digital-2853663a7
/ prameyadigital
https://www.whatsapp.com/channel/0029...