ବାବୁ ମହଲ: ଘାଣ୍ଟ ତରକାରୀ | Babu Mahal # 297 - Ghanta Tarakari | New Odia Cartoon | Comedy Video
Dharitri Live
0:00 / 0:00
ବାବୁ ମହଲ: ଘାଣ୍ଟ ତରକାରୀ | Babu Mahal # 297 - Ghanta Tarakari | New Odia Cartoon | Comedy Video
1 981 994 просмотра · 1 г. назад
Dharitri Live
2,87 млн подписчиков
1 981 994 просмотра · 1 г. назад
ପ୍ରତିବର୍ଷ ଆଶ୍ଵିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ଦିନ ଦୁତୀବାହନ ଓଷା କରାଯାଇଥାଏ, ପୁରୁଣା ରୀତିନୀତି ଅନୁଯାୟୀ ବାପଘରୁ ଆସିଥିବା ପରିବା ଭାର ପୂଜା କରାଇ ତାକୁ ଘାଣ୍ଟ ତରକାରୀ କରିଥାନ୍ତି। ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ଯାଏଁ ସବୁଠି ବହୁ ଆଡ଼ମ୍ବରରେ ପାଳନ କରାଯାଏ 'ଘାଣ୍ଟ' ପର୍ବ। ଅନେକ ଆଡ଼େ ଅନେକ ନାଁରେ ପରିଚିତ ଏହି ଘାଣ୍ଟ ପର୍ବ। ବିଭିନ୍ନ ପ୍ରକାର ପରିବା ପଡିଥିବା ଯୋଗୁଁ ଏହା ଖୁବ ସୁଆଦିଆ ଲାଗେ, ତେଣୁ ଖୁବ ଆଦର ମଧ୍ୟ ରହିଛି। ତେବେ ମାଝୀ ବାବୁ ଦୂତିଆ ଭାର ପାଇଁ କିପରି ହଇରାଣ ହେଇଛନ୍ତି ଏବଂ ସନିଆ ଘାଣ୍ଟ ତରକାରୀ କରିବାକୁ କିପରି କାରସାଦି କରୁଛି ତାହା ଏଥର କାହାଣୀର ମୁଖ୍ୟ ପ୍ରଚ୍ଛଦ ପଟ୍ଟ। ଏଥର "ବାବୁ ମହଲ"ର ପ୍ରସଙ୍ଗ ହେଉଛି "ଘାଣ୍ଟ ତରକାରୀ"।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 297: ଘାଣ୍ଟ ତରକାରୀ : Ghanta Tarakari ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE | SHARE | SUBSCRIBE
Also Watch:
👉 Special Episodes : • Special Report - ସ୍ପେଶିଆଲ ରିପୋର୍ଟ
👉 'Fun with Public' all episodes: • Fun With Public | ଫନ୍ ଓ୍ବିଥ୍ ପବ୍ଲିକ୍ | Dha...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍ ଟିପ୍ସ୍
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhubaneswar । ସ୍ମାର୍ଟସି...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ | Dharitri Live
For more updates please visit us:
👉 Website: https://www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 Youtube: / dharitrilive
👉 Instagram: / dharitrilive
#BabuMahal #OdiaCartoonVideo #OdiaComedy #CartoonVideo #SaniaComedy #AnimationComedy #NewOdiaComedy #OdianewCartoonVideo #ComedyVideo #Ghanta #GhantaTarakari