Перейти к содержимому

ମୁଁ ଆତ୍ମା ଜ୍ୟୋତିସ୍ୱରୂପ 🕉️ | ବ୍ରହ୍ମାକୁମାରୀ ଓଡ଼ିଆ ଯୋଗ ଗୀତ | Brahma Kumaris Odia Song

Bidyut prava pradhan

0:00 / 0:00

ମୁଁ ଆତ୍ମା ଜ୍ୟୋତିସ୍ୱରୂପ 🕉️ | ବ୍ରହ୍ମାକୁମାରୀ ଓଡ଼ିଆ ଯୋଗ ଗୀତ | Brahma Kumaris Odia Song

4 666 просмотров · 7 дн. назад
Bidyut prava pradhan
518 подписчиков
4 666 просмотров · 7 дн. назад
ମୁଁ ଆତ୍ମା ଜ୍ୟୋତିସ୍ୱରୂପ, ଆତ୍ମା ଜ୍ୟୋତି ସ୍ୱରୂପ ଗୀତ, ବ୍ରହ୍ମାକୁମାରୀ ଓଡ଼ିଆ ଗୀତ, ବ୍ରହ୍ମାକୁମାରୀ ଯୋଗ ଗୀତ, ଓଡ଼ିଆ ମେଡିଟେସନ ଗୀତ, ଶିବବାବା ଗୀତ, ଆତ୍ମା ଓ ପରମାତ୍ମା, ରାଜଯୋଗ ମେଡିଟେସନ, ଆଧ୍ୟାତ୍ମିକ ଗୀତ, Brahma Kumaris Odia Song, Soul Consciousness Song, BK Meditation Song, BK Yoga Song, Om Shanti🌸 ମୁଁ ଆତ୍ମା ଜ୍ୟୋତିସ୍ୱରୂପ 🌸 ଏକ ସୁନ୍ଦର ଆଧ୍ୟାତ୍ମିକ ବ୍ରହ୍ମାକୁମାରୀ ଓଡ଼ିଆ ଯୋଗ ଗୀତ, ଯାହା ଆମକୁ ନିଜର ପ୍ରକୃତ ପରିଚୟ ମନେ ପକାଇଦିଏ। ମୁଁ ଏହି ଶରୀର ନୁହେଁ, ମୁଁ ଏକ ଶାନ୍ତ, ପବିତ୍ର ଓ ଜ୍ୟୋତିସ୍ୱରୂପ ଆତ୍ମା। ଶିବବାବାଙ୍କ ସ୍ମୃତିରେ ରହି ରାଜଯୋଗ ମେଡିଟେସନର ଅନୁଭୂତି କରନ୍ତୁ ଏବଂ ନିଜ ମନକୁ ଶାନ୍ତି, ପବିତ୍ରତା ଓ ଶକ୍ତିରେ ଭରିଦିଅନ୍ତୁ। 🙏 ଗୀତଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। 🔔 ଏହିପରି ଆଧ୍ୟାତ୍ମିକ ଗୀତ ଶୁଣିବା ପାଇଁ ଆମ YouTube ଚ୍ୟାନେଲ୍ ବିଦ୍ୟୁତ୍ ପ୍ରଭା ପ୍ରଧାନ କୁ Subscribe କରନ୍ତୁ। ଓଁ ଶାନ୍ତି 🙏 #ମୁଁଆତ୍ମାଜ୍ୟୋତିସ୍ୱରୂପ #ବ୍ରହ୍ମାକୁମାରୀ #OdiaBKSong #MeditationSong #OmShanti